Browsing Tag

chhota rajan

ତିହାର ଜେଲରେ ବିଗିଡ଼ିଲା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କ ସ୍ୱାସ୍ଥ୍ୟାବସ୍ଥା, ଏମ୍ସରେ ଭର୍ତ୍ତି

ତିହାର ଜେଲରେ ଥିବା ଅଣ୍ଡରୱାର୍ଲ୍ଡ ଡନ୍ ତଥା ଗ୍ୟାଙ୍ଗଷ୍ଟର୍ ଛୋଟା ରାଜନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା । ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଛୋଟା ରାଜନ ସାଇନସ୍ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ, ଯେଉଁଥିପାଇଁ ତାଙ୍କର ଅସ୍ତ୍ରୋପଚାର ହେବାର ସମ୍ଭାବନା ରହିଛି ।…

ଗ୍ୟାଙ୍ଗଷ୍ଟର୍ ଛୋଟା ରାଜନଙ୍କୁ ଆଶ୍ଵସ୍ତି, ବିଲ୍ଡରଙ୍କ ଉପରେ ଗୁଳି ଚଳାଇବା ମାମଲାରେ ଦୋଷମୁକ୍ତ

ଗ୍ୟାଙ୍ଗଷ୍ଟର୍ ଛୋଟା ରାଜନ ୧୬ ବର୍ଷ ପୁରୁଣା ମାମଲାରେ ଦୋଷମୁକ୍ତ ହୋଇଛନ୍ତି । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି । ୨୦୦୮ରେ ଜଣେ ବିଲ୍ଡରଙ୍କ ଉପରେ ଗୁଳି ଚଳାଯାଇଥିଲା । ଏହି ମାମଲାରେ ଛୋଟା ରାଜନଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଥିଲା, କିନ୍ତୁ ସ୍ୱତନ୍ତ୍ର କୋର୍ଟ…

ଗ୍ୟାଙ୍ଗଷ୍ଟର୍ ଛୋଟା ରାଜନଙ୍କୁ ବଡ଼ ଆଶ୍ଵସ୍ତି, ଜୟା ସେଟ୍ଟି ହତ୍ୟାକାଣ୍ଡରେ ବମ୍ବେ ହାଇକୋର୍ଟ ଦେଲେ ଜାମିନ

ବମ୍ବେ ହାଇକୋର୍ଟରୁ ଗ୍ୟାଙ୍ଗଷ୍ଟର୍ ଛୋଟା ରାଜନଙ୍କୁ ବଡ଼ ଆଶ୍ଵସ୍ତି । ୨୦୦୧ ଜୟା ସେଟ୍ଟି ହତ୍ୟା ମାମଲାରେ କୋର୍ଟ ବୁଧବାର ତାଙ୍କୁ ଜାମିନ ଦେଇଛନ୍ତି । ହୋଟେଲ ବବସାୟୀ ଜୟା ସେଟ୍ଟିଙ୍କ ହତ୍ୟା ପାଇଁ ଛୋଟା ରାଜନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ୨୦୨୪ ମେ’ ୩୦ରେ ଏକ ସ୍ଵତନ୍ତ୍ର କୋର୍ଟ…

ଅଣ୍ଡରୱାର୍ଲଡ ଡନ୍‌ ଛୋଟା ରାଜନକୁ କରୋନା, ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି

କେନ୍ୟୁଜ୍(ବ୍ୟୁରୋ):  ଅଣ୍ଡରୱାର୍ଲଡ ଡନ୍‌ ଛୋଟା ରାଜନକୁ କରୋନା । ଗତ ୨୫ ତାରିଖରେ ତାଙ୍କୁ ଦିଲ୍ଲୀ ଏମସକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ଏମସ୍‌ ପକ୍ଷରୁ ବିଦ୍ଧିବଦ୍ଧ ଭାବେ କୁହାଯାଇଛି । କିଛି ଦିନ ତଳେ ଛୋଟା ରାଜନଙ୍କୁ ଥଣ୍ଡା କାଶ ହୋଇଥିଲା । ଏହାପରେ ତାର କରୋନା ଟେଷ୍ଟ ହୋଇଥିଲା…