Browsing Tag

chicken bird flu

ପୁଣି ରାଜ୍ୟକୁ ଫେରିଛି ବାର୍ଡ ଫ୍ଲୁ ଆତଙ୍କ

ପୁରୀ : ପୁଣି ରାଜ୍ୟକୁ ଫେରିଛି ବାର୍ଡ ଫ୍ଲୁ ଆତଙ୍କ ।  ଚିଲିକା କୃଷ୍ଣପ୍ରସାଦରେ ହଜାର ହଜାର କୁକୁଡ଼ା ମଡ଼କ ପରେ ଦେଖା ଦେଇଛି ଏହି ଆତଙ୍କ । ଗତ ୫ ଦିନ ଧରି କୁକୁଡ଼ା ମଡ଼କ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇଛି । ଏପରିକି କିଛି କୁକୁଡ଼ା ଚାଷୀ ଏହି ଖବର ପାଇଲା ପରେ ଚିନ୍ତାରେ…

ନାଳରେ ଭାସୁଛି ବସ୍ତା ବସ୍ତା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା

ଯାଜପୁର: ବାର୍ଡ ଫ୍ଲୁ ଆତଙ୍କ । ତେବେ ଏନେଇ ସବୁ ଜିଲ୍ଲାକୁ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି । ଏବେ କିଛିଦିନ ଚିକେନ୍ ନଖାଇବା ଭଲ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏଭଳି ପରିସ୍ଥିରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ  ଯାହା ବାର୍ଡଫ୍ଲୁକୁ ନେଇ ଲୋକଙ୍କ ଭିତରେ ଆହୁରୀ ଛନକା…

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ, ରିପୋର୍ଟ ପଜିଟିଭ୍ ଆସିଥିବା ସିଡିଭିଓଙ୍କ ସୂଚନା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ।  ନମୂନା ପରୀକ୍ଷା ପରେ ସ୍ପଷ୍ଟ ହୋଇଛି । ଡେରାବିଶ ବ୍ଳବର ବାଲିଆ ଏବଂ ଏଣ୍ଡର ପଞ୍ଚାୟତରୁ ଭୋପାଳକୁ ନମୁନା ପଠାଯାଇଥିଲା ।  ରିପୋର୍ଟ ପଜିଟିଭ୍ ଆସିଛି ।  ସିଡିଭିଓ ଏହି ସୂଚନା ଦେଇଛନ୍ତି ।  ତେବେ ବାର୍ଡ ଫ୍ଲୁ ନେଇ ସତର୍କ ରହିବାକୁ ସବୁ…

ରାସ୍ତାକଡରେ ନାଳରେ ଭାସୁଛି କୁକୁଡ଼ା, ସ୍ଥାନୀୟ ଲୋକେ ଭୟଭୀତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ନରସିଂହପୁର ଗ୍ରାମରେ ଦେଖା ଯାଇଛି କୁକୁଡ଼ା ମୋଡ଼କ। ଯାହାକି ବସ୍ତାରେ ବନ୍ଧା ଯାଇ ନାଳ ଓ ରାସ୍ତା କଡ଼ରେ ଭସା ଯାଇଛି। ଏହାକୁ ଦେଖିଲା ପରେ ଲୋକେ ଭୟଭୀତ ହୋଇଛନ୍ତି । ଏହି କୁକୁଡ଼ା ଗୁଡ଼ିକୁ କୁକୁର ଓ ବିଲୁଆ ଖାଉଥିବା ହେତୁ ସ୍ଥାନୀୟ…

ରାଜଧାନୀରେ କମିଲା କୁକୁଡ଼ା ମାଂସ ଦର, ହେଲେ ଖାଇବାକୁ ବାରଣ କଲେ ମେୟର

ଭୁବନେଶ୍ୱର : ଯଦି ଆପଣ ନନଭେଜ୍‌ ଲଭର ତାପୁଣି ଚିକେନ୍ ର ତାହା ହେଲେ ଆପଣଙ୍କ ପାଇଁ ପୁରା ଖୁସି ଖବର । କହିବାକୁ ଗଲେ ଆମିଷ ଲଭରଙ୍କ ପାଇଁ ଡବଲ ମଜା । ଚାଲିଛି ବର୍ଷା ପାଗ । ଆଉ ଏଇ ପାଗରେ ଗରମା ଗରମ ଚିକେନ୍ ପକୋଡା ହେଉ କି କଷାର ମଜା ନେବା ପାଇଁ କାହାକୁ ବା ଭଲ ନଲାଗିବ । ତେବେ ଆସନ୍ତୁ…

ବାର୍ଡ ଫ୍ଲୁ ସଙ୍କଟ: ପରୀକ୍ଷା ପାଇଁ ଫାର୍ମରୁ ଭୋପାଳ ଗଲା ନମୁନା, ଆଗକୁ କର୍ମଚାରୀଙ୍କର ବି ହେବ ଟେଷ୍ଟ

ପିପିଲି : ଟଳିନି ବାର୍ଡ ଫ୍ଲୁ ସଙ୍କଟ। ପରୀକ୍ଷା ପାଇଁ ଭୋପାଳ ଗଲା ନମୁନା । ନିମାପଡ଼ା ଓ ଡେଲାଙ୍ଗ ଫାର୍ମରୁ ପଠାଗଲା ନମୁନା । ପିପିଲି ଓ ସତ୍ୟବାଦୀରେ ମୋଟ ୩୦ ହଜାର କୁକୁଡ଼ା ମରାଯାଇଛି।  ପିପିଲି ଓ ସତ୍ୟବାଦୀକୁ ଲାଗିଥିବା ନିମାପଡ଼ା ଓ ଡେଲାଙ୍ଗ ବ୍ଲକରେ ବାର୍ଡ ଫ୍ଲୁ ବ୍ୟାପିଛି କି ନାହିଁ…

ପିପିଲିରେ ବାର୍ଡ଼ ଫ୍ଲୁ ସଂକ୍ରମଣ ଭୟ, ପଜିଟିଭ୍ ଚିହ୍ନଟ ପରେ ଆକ୍ସନ୍ ମୋଡରେ ପ୍ରାଣୀଧନ ବିଭାଗ

ପିପିଲି: ପିପିଲିରେ ବାର୍ଡ଼ ଫ୍ଲୁ ସଂକ୍ରମଣ ଭୟ । ବାର୍ଡ଼ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଏବେ ଆକ୍ସନ୍ ମୋଡରେ ପ୍ରାଣୀଧନ ବିଭାଗ । ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ । ପିପିଲିରେ ବାର୍ଡ଼ ଫ୍ଲୁ ୧୩ ଜଣିଆ ଡାକ୍ତର ଟିମ୍ ଏବଂ ସତ୍ୟବାଦୀରେ ୯…

ଅଜଣା ରୋଗରେ ଯାଉଛି ହଜାର ହଜାର କୁକୁଡ଼ାଙ୍କ ଜୀବନ

ପିପିଲି: ରାଜଧାନୀ ଭୁବନେଶ୍ୱର ହେଉ ଅବା ଗାଁ, ସବୁ ଆଡେ ଦୋକାନ, ବଜାର । ଗଳିକନ୍ଦିରେ ଯେଉଁଠି ଦେଖିବେ ସେଠି ଫାଷ୍ଟଫୁଡ୍‌ ଅବା ଚଟପଟି ଖାଦ୍ୟର ପସରା । ଆଉ ସନ୍ଧ୍ୟା ହେଲେ ଏସବୁ ଦୋକାନ ଆଗରେ ଖାଦ୍ୟ ସୌଖିନ ଲୋକଙ୍କ ଭିଡ଼ ଲାଗିଯାଏ । ଫାଷ୍ଟଫୁଡ୍‌ କଥା କହିଲେ ମାତ୍ରକେ ଚିକେନ୍ କଥା ମନକୁ ଆସେ…

ଦେଶର ୯ ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ, ସାବଧାନତା ଅବଲମ୍ବନ କରିବାକୁ ସରକାର ନିର୍ଦ୍ଦେଶ

ଦେଶରେ ମାଡି ଚାଲିଛି ବାର୍ଡ ଫ୍ଲୁ । ୯ ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟରେ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି । କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିଆଣା, ଗୁଜରାଟ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ…

ଖୋର୍ଦ୍ଧାରେ କୁକୁଡ଼ା ମଡ଼କ! ଗୋବିନ୍ଦପୁର ଗାଁର ଏକ ଫାର୍ମରେ ୩ ଦିନରେ ମଲେଣି ୧୫ଶହରୁ ଅଧିକ

ଖୋର୍ଦ୍ଧା: ଖୋର୍ଦ୍ଧାରେ କୁକୁଡ଼ା ମଡ଼କ। ବେଗୁନିଆ ବଡ଼ବେରଣା ଗୋବିନ୍ଦପୁର ଗାଁରେ କୁକୁଡ଼ା ମଡ଼କ। ଗୋବିନ୍ଦପୁର ଗାଁର ୩ ଦିନରେ ଏକ ଫାର୍ମରେ ପ୍ରାୟ ୧୫ଶହରୁ ଅଧିକ କୁକୁଡ଼ା ମରିଛନ୍ତି। କୁକୁଡ଼ା ମଡ଼କର କାରଣ ଅସ୍ପଷ୍ଟ ଥିବାବେଳେ ତଦନ୍ତ ଆରମ୍ଭ କରିଛନ୍ତି ପଶୁ ଚିକିତ୍ସକ। ନମୁନା ସଂଗ୍ରହ କରି…