ଖୋର୍ଦ୍ଧାରେ କୁକୁଡ଼ା ମଡ଼କ! ଗୋବିନ୍ଦପୁର ଗାଁର ଏକ ଫାର୍ମରେ ୩ ଦିନରେ ମଲେଣି ୧୫ଶହରୁ ଅଧିକ

ଖୋର୍ଦ୍ଧା: ଖୋର୍ଦ୍ଧାରେ କୁକୁଡ଼ା ମଡ଼କ। ବେଗୁନିଆ ବଡ଼ବେରଣା ଗୋବିନ୍ଦପୁର ଗାଁରେ କୁକୁଡ଼ା ମଡ଼କ। ଗୋବିନ୍ଦପୁର ଗାଁର ୩ ଦିନରେ ଏକ ଫାର୍ମରେ ପ୍ରାୟ ୧୫ଶହରୁ ଅଧିକ କୁକୁଡ଼ା ମରିଛନ୍ତି।

କୁକୁଡ଼ା ମଡ଼କର କାରଣ ଅସ୍ପଷ୍ଟ ଥିବାବେଳେ ତଦନ୍ତ ଆରମ୍ଭ କରିଛନ୍ତି ପଶୁ ଚିକିତ୍ସକ। ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.