Below header
Browsing Tag

chicken farming

ଦେଶୀ ପ୍ରଣାଳୀରେ ବଢୁଛନ୍ତି ବିଦେଶୀ ଦାମୀ କୁକୁଡ଼ା, ଫାର୍ମରେ ରହିଛନ୍ତି ୩୦ରୁ ଅଧିକ ପ୍ରଜାତି

କେନ୍ୟୁଜ୍‌(ବ୍ୟୁରୋ) : ଆପଣ ଗୋଟିଏ ଜାଗାରେ ଦୁଇ କି ଚାରି କିସମର କୁକୁଡ଼ା ଦେଖିଥିବେ। ହେଲେ ୩୦ରୁ ଉର୍ଦ୍ଧ୍ୱ ବିରଳ ଭାରତୀୟ କୁକୁଡ଼ା ପ୍ରଜାତି ଗୋଟିଏ ଜାଗାରେ ହୁଏତ ଦେଖି ନଥିବେ। ଆଜି ଆପଣ ଏପରି ଏକ କୁକୁଡ଼ା ଫାର୍ମ ଦେଖିବାକୁ ଯାଉଛନ୍ତି ଯେଉଁଠି ରହିଛନ୍ତି ୩୦ରୁ ଅଧିକ ପ୍ରଜାତିର ବିରଳ…

ବଢୁଛି ଚିକେନ୍‌ ରେଟ୍‌: କିଛି ସ୍ଥାନରେ କିଲୋ ୩୦୦ଟଙ୍କା ଛୁଇଁଲାଣି

ଭୁବନେଶ୍ୱର(କେନ୍ୟୁଜ୍‌):ମହଙ୍ଗା ମାଡରେ ଖାଉଟି ହନ୍ତସନ୍ତ। ବଢୁଛି ଚିକେନ୍‌ ରେଟ୍‌। ପୂର୍ବରୁ ଏହା ୨୦୦ ଟଙ୍କାରେ ମିଳୁଥିବାବେଳେ ବର୍ତ୍ତମାନ ଏହା ୨୬୦ରୁ ୨୮୦ଟଙ୍କାରେ ବିକ୍ରି ହେଉଛି। କିଛି ସ୍ଥାନରେ କିଲୋ ୩୦୦ଟଙ୍କା ଛୁଇଁଥିବା ଗ୍ରାହକମାନେ କହିଛନ୍ତି। ହୋଟେଲ ଓ ରେସ୍ତୋରାଂରେ ମଧ୍ୟ…