Browsing Tag

child dies

ସେପ୍ଟିକ ଟାଙ୍କିରେ ପଡି ପାଞ୍ଚ ବର୍ଷର ଶିଶୁ ମୃତ

ପଟ୍ଟାମୁଣ୍ଡାଇ: ସେପ୍ଟିକ ଟାଙ୍କିରେ ପଡି ପାଞ୍ଚ ବର୍ଷର ଶିଶୁ ମୃତ ।  ମୃତ ଶିଶୁ ଜଣକ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମର ପ୍ରକାଶ ନାୟକଙ୍କ ପୁଅ ପ୍ରିନ୍ସ ନାୟକ । ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାକୁ ମୃତ ଘୋଷଣା  କରିଛନ୍ତି  ।

କ୍ରିକେଟ ଖେଳୁଥିବା ବେଳେ ଶୋଷ ଲାଗିବାରୁ ଥଣ୍ଡା ପାଣି ପିଇଦେଲା ପିଲା, ମୁଣ୍ଡ ବୁଲାଇ ତଳେ ପଡିବାରୁ ହେଲା ମୃତ୍ୟୁ

କ୍ରିକେଟ ଖେଳିବା ବେଳେ ଥଣ୍ଡା ପାଣି ପିଇବା ହେଲା କାଳ । ୧୦ମ ଶ୍ରେଣୀ ଛାତ୍ର ଜଣକ କ୍ରିକେଟ ଖେଳିବା ବେଳେ ଶୋଷ ଲାଗିବା ଯୋଗୁଁ ଥଣ୍ଡା ପାଣି ପିଇବା ଯୋଗୁଁ ତଳେ ପଡିଯାଇଥିଲା ପିଲା । ତୁରନ୍ତ ପିଲାକୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରୁ ତାଙ୍କୁ ମୃତ ଘୋଷଣା କରିଥିଲେ ।…

ଖେଳୁ ଖେଳୁ କୂଅରେ ପଡ଼ିଗଲା ୪ବର୍ଷର ଶିଶୁ ପୁତ୍ର, ଦେଖିଲା ବେଳକୁ ସବୁ ସରିଥିଲା

କେନ୍ଦୁଝର(କେନ୍ୟୁଜ): କୂଅରେ ପଡ଼ି ୪ବର୍ଷର ଶିଶୁ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ। ଗ୍ରାମର ରାଜକିଶୋର ଧୀବରଙ୍କ ୪ବର୍ଷର ପୁଅ ବିକାଶ ଧୀବର ଗତକାଲି ସନ୍ଧ୍ୟା ୫ଟା ସମୟରେ ଖେଳୁଥିବା ଅବସ୍ଥାରେ ଘର ନିକଟରେ ଥିବା କୂଅ ମଧ୍ୟରେ…

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ :ଝିଅକୁ କାନ୍ଧେଇ ୨କିମି ରାସ୍ତା ଚାଲି ଚାଲି ଗଲା ବାପା, ହେଲେ ବଞ୍ଚାଇ ପାରିଲାନି

ରେଢାଖୋଲ(କେନ୍ଯୁଜ୍): ସାଙ୍ଗ ମାନଙ୍କ ସହ ଖେଳୁଥିବା ବେଳେ , ଅସାବଧାନତା ଯୋଗୁଁ ଏହି କୁନି ଝିଅଟି ଏକ କୁଅରେ ପଡ଼ିଯାଇଥିଲା । ବହୁତ ଖୋଜାଖୋଜି ପରେ କୂଅରୁ ଉଦ୍ଧାର କରାଗଲା ।  ମେଡିକାଲ ନେବାପାଇଁ ତୁରନ୍ତ ଆମ୍ବୁଲାନ୍ସ ମଧ୍ଯ ଡକାଯାଇଥିଲା । ହେଲେ ଗାଁ କୁ ଯିବା ବାଟରେ ଏକ ନାଳ ପଡ଼ିଥାଏ,…