Below header
Browsing Tag

child

ବଡ଼ ବାବୁଙ୍କ ବଡ଼ ହୃଦୟ, ନିଜ ଅଫିସରୁ ଏସି ଖୋଲି ଶିଶୁଙ୍କ ୱାର୍ଡରେ ଲଗାଇଲେ କଲେକ୍ଟର

ମଧ୍ୟପ୍ରଦେଶ : ଜିଲ୍ଲାପାଳ ଭାବେ ଆପଣ ଅନେକ ଆଇଏସଙ୍କୁ ବିଷୟରେ ଜାଣିଥିବେ ଯେଉଁ ମାନେ ପ୍ରଶାସନିକ ସେବାରେ ଦୁର୍ନୀତି ସହ ଜଡିତ ଥିବେ। କିମ୍ବା ଲୋକ ସେବାରେ ଦୁର୍ବଳ ଥିବେ। କିନ୍ତୁ ଏଭଳି ଜଣେ ଜିଲ୍ଲାପାଳଙ୍କ ବିଷୟରେ ଶୁଣିନଥିବେ ଯିଏ ମାନବିକତାର ଚରମ ଶୀର୍ଷକୁ ଯାଇ ସମାଜ ପାଇଁ ଉଦାହାରଣ…

ମାଟି ଗାତରୁ ମିଳିଲା ପୁନର୍ଜନ୍ମ, ୬୦ଫୁଟ ବୋରୱେଲରୁ ୪୯ ଘଣ୍ଟାପରେ ଉଦ୍ଧାର ହେଲା ନଦୀମ୍

ହିସାର : ହୋଲିକା ଦହନ ଦିନ ଅର୍ଥାତ୍ ବୁଧବାର ସନ୍ଧ୍ୟା ସମୟରେ ହିସାରର ବାଲସମନ୍ଦ ଗ୍ରାମରେ ୬୦ ଫୁଟ ବୋରୱେଲ ଗାତରେ ୧୫ ମାସର ନଦୀମ ଦୀର୍ଘ ୪୯ ଘଣ୍ଟା ପର‌୍ୟ୍ୟନ୍ତ ଫସି ରହିଥିଲେ। ବହୁ କଷ୍ଟରେ ତାଙ୍କର ଉଦ୍ଧାର କାର‌୍ୟ୍ୟ ଶେଷ ହୋଇଛି। ଶୁକ୍ରବାର ସନ୍ଧ୍ୟା ୫ଟା ସମୟରେ ଆର୍ମି ଏବଂ ଏନଡିଅରଏଫର…

ସମୟରେ ପିଲା କଥା କହିବା ଆରମ୍ଭ ନକଲେ ରହିଥାଇ ପାରେ ଏହି କାରଣ

ପିଲାର ଜନ୍ମ ପରେ ସବୁ ମାତାପିତାଙ୍କର ଇଛା ରହିଥାଏ କି ତାଙ୍କ ପିଲା ଶୀଘ୍ର କଥା କହୁ। କିନ୍ତୁ ଯେତେବେଳେ ପିଲା କଥା କହିନଥାଏ ସେତେବେଳେ ପିତାମାତାଙ୍କର ଚିନ୍ତା ବଢ଼ିଯାଇଥାଏ। ଡେରିରେ କଥା କହିଥିବା ପିଲାଙ୍କ ନିକଟରେ ପାଟି ଲାଗିବା ବା ଅଟକ ଅଟକି କଥା କହିବା ଭଳି ଅସୁବିଧା ଦେଖାଯାଇଥାଏ।…

ଜାଣିଛନ୍ତି କି, ଆପଣଙ୍କ ପିଲାର ଚିଡ଼ଚିଡ଼ାପଣର କାରଣ ହୋଇପାରେ ଚିନି

ଛୋଟ ପିଲାଙ୍କ ମନ ବହୁତ କୋମଳ ହୋଇଥାଏ। ଏପରିକି ଅଜଣାତରେ ତାଙ୍କର ବ୍ଯବହାର ବେଳେବେଳେ ଆକ୍ରମଣାନ୍ତକ ହୋଇ ଯାଇଥାଏ। ଏହା ତାଙ୍କର ଆଖପାଖର ମାହୋଲ ନୁହଁ ବରଂ ତାଙ୍କ ଖାଦ୍ଯପେୟର ପ୍ରଭାବ ପାଇଁ ହୋଇଥାଏ । ଯଦି ଅପଣଙ୍କ ପିଲା ମଧ୍ୟ ଛୋଟଛୋଟ କଥାରେ ଚିଡ଼ୁଛି ଏବଂ ରାଗୁଛି ତେବେ ତାହାର କାରଣ ଅଧିକା…

ପୁଣି କେନ୍ଦୁଝରରେ ଚେଙ୍କ ଚିକିତ୍ସା

କେନ୍ଦୁଝର(କେନ୍ଯୁଜ୍) : ପୁଣି ଅନ୍ଧବିଶ୍ୱାସର କରୁଣ ପରିଣତି । କେନ୍ଦୁଝର କାଞ୍ଜିପାଣିରେ ୧୫ ଦିନର ଶିଶୁ କନ୍ୟାକୁ ପୁଣି ଚେଙ୍କ ଦିଆଯାଇଥିବା ଜଣାପଡିଛି । ଶିଶୁଟିକୁ ଜେଜେମା ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଗୁରୁତର ଅବସ୍ଥାରେ ଶିଶୁ କନ୍ୟାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ରାଉରକେଲାରେ ପିଲା ଚୋରି ସନ୍ଦେହରେ ମହିଳାଙ୍କୁ ନିସ୍ତୁକ ମାଡ଼

ସମ୍ବଲପୁର: ପୁଣି ପିଲା ଚୋରି ସନ୍ଦେହ। ମହିଳାଙ୍କୁ ହାତ ଗୋଡ଼ ବାନ୍ଧି ଅତି ନିର୍ମମ ଭାବେ ପିଟିଲେ ଗାଁ ଲୋକ। ଆକ୍ରମଣରେ ମହିଳା ଜଣକ ଲହୁ ଲୁହାଣ ହୋଇଥିଲେ। ରାଉରକେଲା ଗୋପବନ୍ଧୁପାଲିରେ ଏଭଳି ଘଟଣା ସାମନାକୁ ଆସିଛି। ସପ୍ତାହେ ତଳେ ଏହି ଘଟଣା ଘଟିଥିଲା। ସୂଚନା ଅନୁଯାୟୀ ରାତି ବେଳେ ମହିଳା…