ପୁଣି କେନ୍ଦୁଝରରେ ଚେଙ୍କ ଚିକିତ୍ସା

କେନ୍ଦୁଝର(କେନ୍ଯୁଜ୍) : ପୁଣି ଅନ୍ଧବିଶ୍ୱାସର କରୁଣ ପରିଣତି । କେନ୍ଦୁଝର କାଞ୍ଜିପାଣିରେ ୧୫ ଦିନର ଶିଶୁ କନ୍ୟାକୁ ପୁଣି ଚେଙ୍କ ଦିଆଯାଇଥିବା ଜଣାପଡିଛି । ଶିଶୁଟିକୁ ଜେଜେମା ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଗୁରୁତର ଅବସ୍ଥାରେ ଶିଶୁ କନ୍ୟାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଶିଶଟିୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଡାକ୍ତର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.