ବୁଧବାରଠାରୁ ଚିଲିକାରେ ଆରମ୍ଭ ହେବ ଦ୍ୱିତୀୟ ଫେରି ସେବା, ସରିଲା ଟ୍ରାଏଲ ରନ୍
ଚିଲିକା: ଚିଲିକାରେ ଆରମ୍ଭ ହେବ ଦ୍ୱିତୀୟ ଫେରି ସେବା। ବୁଧବାରଠାରୁ ଜହ୍ନିକୁଦରୁ ସାତପଡ଼ା ଯାଏ ଚାଲିବ ଫେରି। ଗତକାଲି ଏହାର ଟ୍ରାଏଲ ରନ୍ ସରିଛି।
କୃଷ୍ଣପ୍ରସାଦ ବ୍ଲକରୁ ପୁରୀକୁ ଯାଉଥିବା ଲୋକଙ୍କୁ ଏହା ସହାୟକ ହେବ। ଏହି ଫେରିରେ ଏକାଥରେ ୧୫୦ ଜଣ ଯାଇ ପାରିବେ। ମୋଟରସାଇକଲ ମଧ୍ୟ ଫେରିରେ…