Below header
Browsing Tag

china taiwan conflict

ଯୁଦ୍ଧର ଡେମୋ ଦେଖାଉଛି ଚୀନ, ତାଇଓ୍ଵାନ ଉପରେ ଉଡ଼ିଛି ୭୦ ଚାଇନିଜ ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ : ଯୁଦ୍ଧର ଡେମୋ ଦେଖାଉଛି ଚୀନ । ହମଲା କଲେ ଯେମିତି ମୁକୁଳି ପାରିବନି ତାଇଓ୍ଵାନ । ଭୟଭିତ କଲାଭଳି ସମରାଭ୍ୟାସ କରୁଛି ଡ୍ରାଗନ । ତାଇଓ୍ଵାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତର ଜବାବରେ ଯୁଦ୍ଧର ଆତଙ୍କ ସୃଷ୍ଟି କରିଛି ଚୀନ ସେନା। ଏଭଳି ସମରାଭ୍ୟାସରୁ କ୍ଷାନ୍ତ ରହିବାକୁ ଚୀନକୁ…

ତାଇଓ୍ଵାନକୁ ୨୪ ଘଣ୍ଟାରେ ୭୧ଟି ଲଢୁଆ ଜାହାଜ ପଠାଇଲାଣି ଚୀନ, ବଢିଲାଣି ତିକ୍ତତା

ଚୀନ ଏବଂ ତାଇଓ୍ଵାନ ମଧ୍ୟରେ ଚାଲିଥିବା ତିକ୍ତତା ଥମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ଚୀନ ସେନା ପକ୍ଷରୁ ୭୧ଟି ଲଢୁଆ ବିମାନ ଏବଂ ୭ଟି ଜାହାଜ ସମରାଭ୍ୟାସ ପାଇଁ ପଠାଯାଇଛି ବୋଲି ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଚୀନ ପକ୍ଷରୁ ପଠାଯାଇଥିବା ବିମାନ ମଧ୍ୟରେ ୧୮ଟି ଜି-୧୬…

ଯୁଦ୍ଧର ବାରୁଦ ଗଦାରେ ଚୀନ୍ -ତାଇଓ୍ଵାନ, ଯେ କୌଣସି ସମୟରେ ହୋଇପାରେ ଯୁଦ୍ଧ

ନୂଆଦିଲ୍ଳୀ : ଯୁଦ୍ଧର ବାରୁଦ ଗଦାରେ ଚୀନ୍ -ତାଇଓ୍ଵାନ । ଯେ କୌଣସି ସମୟରେ ଚାଲିପାରେ ଅସ୍ତ୍ର। ସାମରିକ ଧମକ ଜାରି ରଖିଛି ଡ୍ରାଗନ୍ । ଆଜି ବି ତାଇଓ୍ଵାନ ଚାରିପଟେ ଚକ୍କର କାଟିଛି ଚୀନ୍ ଫାଇଟର ଜେଟ୍ ଓ ଯୁଦ୍ଧ ଜାହାଜ। ସେପଟେ ଚୀନ୍ ପାଇଁ ଲଙ୍ଗ ରେଞ୍ଜ୍ ମିସାଇଲ ମୁତୟନ କରିବ ଜାପାନ । ଚୀନ୍ର…