ଇଜ୍ଜତ ହରାଉଛନ୍ତି ଇମ୍ରାନ୍ : ପାକିସ୍ତାନ ସେନାଙ୍କୁ ମାଡ଼ ମାରିଲେ ଚୀନ୍ ଶ୍ରମିକ, ସେନା ମୁଖ୍ୟ ନିରବଦ୍ରଷ୍ଟା
ନୂଆଦିଲ୍ଲୀ : କଥାରେ ଅଛି ଗରୀବ ସ୍ତୀ ସବୁରି ଶାଳି । ପାକିସ୍ତାନର ଏବେ ଏପରି ଦଶା ହୋଇଛି । ଚୀନ୍ର ଅର୍ଥ ଉପରେ ନିର୍ଭର କରୁଥିବା ପାକିସ୍ତାନ ଏବେ ଚୀନ୍ର ସବୁ ହରକତ୍କୁ ସହିବାକୁ ବାଧ୍ୟ ହେଉଛି । ସତେ ଯେପରି ପାକିସ୍ତାନରେ ପାକିସ୍ତାନୀମାନେ ଦ୍ୱିତୀୟ ଶ୍ରେଣୀର ନାଗରିକ ଭଳି ବ୍ୟବହାର…