Browsing Tag

chole

ବିନା ପିଆଜ ରସୁଣରେ ଏପରି ପ୍ରସ୍ତୁତ କରନ୍ତୁ ଚଟପଟା ଛୋଲେ, ସ୍ୱାଦ ପୁରା ଲାଜବାବ୍‌

ନବରାତ୍ରୀର ଆଜି ଅଷ୍ଟମୀ ଦିନ। ଏମିତିରେ ୯ ଦିନ ପର୍ଯ୍ୟନ୍ତ ଲୋକମାନେ ଏହା ଭାବି ବ୍ୟସ୍ତ ହୋଇଯାନ୍ତି ଯେ ଏହି ୯ ଦିନ ଖାଇବେ କଣ। କାହିଁକିନା ବ୍ରତରେ ଅନେକ ନିୟମକୁ ପାଳନ କରିବାକୁ ପଡିଥାଏ। ତେବେ ଆଜି ଆମେ ଆପଣଙ୍କ ପାଇଁ ନବରାତ୍ରୀ ସ୍ପେଶାଲ ରେସିପି ନେଇ ଆସିଛୁ। ଯାହାକୁ ଆପଣ ଅତି ସହଜରେ…