Browsing Tag

choreographer ganesh acharya

କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ; ଯୌନ ଶୋଷଣ ନେଇ ଅଭିଯୋଗ ଆଣିଥିଲେ ମହିଳା ସହକର୍ମୀ

କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ୨୦୨୦ରେ ରୁଜୁ ହୋଇଥିବା ଯୌନ ଶୋଷଣ ଏବଂ ପିଛା କରିବା ମାମଲାରେ ପୋଲିସ ଚାର୍ଜସିଟ୍‌ ଦାଖଲ କରିଛି। ତାଙ୍କ ବିରୋଧରେ ଜଣେ ମହିଳା କୋ-ଡ୍ୟାନ୍ସର ଏହି ଅଭିଯୋଗ ଆଣିଥିଲେ। ଗଣେଶ ଆଚାର୍ଯ୍ୟଙ୍କ ସହ ତାଙ୍କର ଜଣେ ଆସିଷ୍ଟାଣ୍ଟଙ୍କ ବିରୋଧରେ ଆଇପିସି ଧାରା…

୯୨ କିଲୋ ଓଜନ କମାଇଲେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ଯ, କପିଲ କହିଲେ ଏମିତି କଥା

ବଲିଉଡର ଜଣାଶୁଣା କୋରିଓଗ୍ରାଫର ହେଲେ ଗଣେଶ ଆଚାର୍ଯ୍ଯ । ଗୋବିନ୍ଦାଙ୍କ ଠାରୁ ଆରମ୍ଭ କରି ମାଧୁରୀ ଦୀକ୍ଷିତ ହୁଅନ୍ତୁ ଅବା ବରୁଣ ଧୱନ ସମସ୍ତଙ୍କୁ ନଚେଇଛନ୍ତି। ଏହାଛଡା ବଲିଉଡରେ ଅନେକ ଡ୍ଯାନ୍ସ ହିଟ୍ ଦେଇସାରିଛନ୍ତି। କିନ୍ତୁ ଗଣେଶ ଆଚାର୍ଯ୍ଯ ନିଜ ଡ୍ଯାନ୍ସ ପାଇଁ ଯେତିକି ଜଣାଶୁଣା, ସେତିକି…

ବିବାଦରେ ଫସିଲେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ, ମହିଳା କୋରିଓଗ୍ରାଫରଙ୍କୁ ଦେଖାଉଥିଲେ ଆଡଲ୍ଟ ଭିଡିଓ

ବଲିଉଡ୍‌ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ଅଡ଼ୁଆରେ ପଡ଼ିଛନ୍ତି। ୩୩ ବର୍ଷୀୟା ଜଣେ ମହିଳା କୋରିଓଗ୍ରାଫର ତାଙ୍କ ବିରୋଧରେ ଅମ୍ବୋଲି ଥାନାରେ ଏକ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଗଣେଶ ତାଙ୍କୁ ଆଡଲ୍ଟ ଭିଡିଓ ଦେଖିବା ପାଇଁ ବାଧ୍ୟ କରୁଛନ୍ତି। ଏହାସହ ତାଙ୍କୁ ଫିଲ୍ମ…