Below header
Browsing Tag

ckp bank licences cancelled

ଲକଡାଉନ ସମୟରେ RBI ରଦ୍ଦ କଲା ଏହି ବ୍ୟାଙ୍କର ଲାଇସେନ୍ସ, ଲକ୍ଷାଧିକ ଖାତାଧାରୀଙ୍କ ଟଙ୍କା ରହିଲା ଅଟକ

ଭାରତୀୟ ରିଜର୍ଭ ବ୍ୟାଙ୍କ ସିକେପି ସହକାରୀ ବ୍ୟାଙ୍କ (CKP Cooperative Bank Limited)ର ଗ୍ରାହକଙ୍କୁ ଝଟକା ଦେଇ ସେମାନଙ୍କର ଲାଇସେନ୍ସକୁ ରଦ୍ଦ କରିଦେଇଛି। ଯାହାଫଳରେ ବ୍ୟାଙ୍କର ପ୍ରାୟ ଲକ୍ଷ ଲକ୍ଷ ଖାତାଧାରୀଙ୍କ ଉପରେ ସଙ୍କଟ ମାଡିଆସିଛି। ବ୍ୟାଙ୍କର ୪୮୫ କୋଟିର FD ମଧ୍ୟ ଅଟକି ରହିଛି।…