ସ୍ବାଭାବିକ ହେଉଛି ମୁକୁନ୍ଦପ୍ରସାଦ, ଛକରେ ଛକରେ ପଇଁତରା ମାରୁଛି ପୋଲିସ
ଖୋର୍ଦ୍ଧା : ସ୍ବାଭାବିକ ହେଉଛି ମୁକୁନ୍ଦପ୍ରସାଦ । ଧୀରେ ଧୀରେ ଫେରୁଛି ଶାନ୍ତି । ଛକରେ ଛକରେ ପଇଁତରା ମାରୁଛି ପୋଲିସ । ଶାନ୍ତି ଫେରାଇ ଆଣିବାକୁ ପୋଲିସର ଫ୍ଲାଗମାର୍ଚ୍ଚ । ଧାରା ୧୬୩ ଲାଗୁ ହୋଇଥିବାରୁ ଲୋକଙ୍କ ଗତିବିଧି ଉପରେ ପୋଲିସ କଡ଼ା ନଜର ରଖିଛି । ୧୩ଟି ସ୍ଥାନରେ ମୁତୟନ ହୋଇଛନ୍ତି…