Browsing Tag

clerk arrested

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସବ କଲେକ୍ଟର ଅଫିସର ବରିଷ୍ଠ କିରାଣି ଗିରଫ, ୧ କୋଟି ୩୨ ଲକ୍ଷ…

 ଭୁବନେଶ୍ୱର: ଗିରଫ ହେଲେ କୋଟିପତି କିରାଣି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସବ କଲେକ୍ଟର ଅଫିସର ବରିଷ୍ଠ କିରାଣି ଉଦୟନାଥ ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ। ୧ କୋଟି ୩୨ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଗତକାଲି ଅଫିସ ସମେତ କେନ୍ଦ୍ରାପଡ଼ା ଓ ଭୁବନେଶ୍ୱରରେ…