Below header
Browsing Tag

cmc corona

କଟକ ସହରରୁ ଆଜି ୨୬୬ କରୋନା ପଜିଟିଭ ଚିହ୍ନଟ, ଲୋକାଲ କଣ୍ଟାକ୍ଟ କେସ ୧୩୬

କେନ୍ୟୁଜ୍(ବ୍ୟୁରୋ): କଟକ ସହରରୁ  ଆଜି ୨୬୬ କରୋନା ପଜିଟିଭ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରେ ୧୩୦ ଜଣ କ୍ବାରେଣ୍ଟାଇନରୁ ଓ ୧୩୬ ଲୋକାଲ କଣ୍ଟାକ୍ଟ କେସ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଜରିଆରେ  ସୂଚନା ଦେଇଛି । #COVID19 update in…

କଟକ ସହରରୁ ଆଜି ୧୮୪ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ, ୭୭ ଲୋକାଲ କେସ୍

କଟକ(କେନ୍ୟୁଜ୍): କଟକ ସହରରୁ ଆଜି ୧୮୪ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୦୭ ଜଣ କ୍ବାରେଣ୍ଟାଇନରୁ  ରହିଥିବା ବେଳେ ବାକି ୭୭ ଜଣ ଲୋକାଲ କଣ୍ଟାକ୍ଟ କେସରୁ ଚିହ୍ନଟ ହୋଇଛନ୍ତି।  ଟ୍ବିଟ କରି ସିଏମସି ଏହି ସୂଚନା ଦେଇଛି । ଏହି ଆକ୍ରାନ୍ତ ମାନଙ୍କୁ  ମିଶାଇ କଟକ ସହରରୁ…

ଆଜି ସିଏମସିରୁ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢାଇଲା ମାଲଗୋଦାମ ବେହେରା ସାହିର ୫୭ ଆକ୍ରାନ୍ତ

କଟକ(କେନ୍ୟୁଜ୍):  ସିଏମସିର ଚିନ୍ତା  ବଢାଇଲା ମାଲଗୋଦାମ ବେହେରା ସାହିର ୫୭ ଆକ୍ରାନ୍ତ।  ଆଜି ସିଏମସିରେ ୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ହୋମ୍‌ କ୍ୱାରେଣ୍ଟାଇନ୍‌ କେସ୍‌ ରହିଛି ୭୬ । ଲୋକାଲ କଣ୍ଟାକ୍ଟ କେସ୍‌ ୮ଟି ରହିଛି । ନୂଆ ୮୭ ମାମଲା ସହ ସିଏମସିର ମୋଟ ଆକ୍ରାନ୍ତ…

ଆଜି ପୁଣି କଟକରୁ ୫୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ

କଟକ(କେନ୍ୟୁଜ): କଟକ ସହରର ବିଭିନ୍ନ ଅଞ୍ଚଳରୁ ପୁଣି ୫୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ । ସେଥିମଧ୍ୟରୁ ୪୯ ଜଣ କ୍ୱାରେଣ୍ଟାଇନରୁ ହୋଇଥିଲା ବେଳେ ୬ଟି ଲୋକାଲ କେସ ରହିଛି ବୋଲି କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ…