Below header
Browsing Tag

co-founder of microsoft

ମୋଦିଙ୍କୁ ଭେଟିଲେ ମାଇକ୍ରୋସଫ୍ଟ କୋ ଫାଉଣ୍ଡର ବିଲ୍‌ ଗେଟସ୍‌, କିଛି ସମୟ ଧରି ହେଲା ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମାଇକ୍ରୋସଫ୍ଟ କୋ ଫାଉଣ୍ଡର ବିଲ୍‌ ଗେଟସ୍‌ । ଦିଲ୍ଲୀରେ ମୋଦିଙ୍କୁ ଭେଟିଛନ୍ତି ବିଲ୍‌ ଗେଟସ୍‌ । ଦୁଇ ଜଣଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନା ହୋଇଥିଲା । ଏହା ପୂର୍ବରୁ ବିଲ୍‌ ଗେଟସ୍‌, ନୀତି ଆୟୋଗ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ…

ବିକ୍ରି ହେବାକୁ ଯାଉଛି ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ପଲ ଏଲେନଙ୍କର ୩୨.୫ କୋଟି ଡଲାରର ଅକ୍ଟୋପସ ସୁପର ୟାଟ

ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ପଲ ଏଲେନ(Paul Allen)ଙ୍କର ୪୧୪ ଫୁଟ ଲମ୍ବ ଓ ୩୨.୫ କୋଟି ଡଲାର(ପାଖାପାଖି ୨୩୦୭.୫ କୋଟି ଟଙ୍କା)ର ଅକ୍ଟୋପସ ସୁପର ୟାଟ ବିକ୍ରି ହେବାକୁ ଯାଉଛି । ଏହି ୟାଟକୁ ପ୍ରସ୍ତୁତ କରିବା ପାଇଁ ପଲ ପ୍ରାୟ ୧୪୨୦ କୋଟି ଟଙ୍କା ଦେଇଥିଲେ ଓ ଏହାକୁ ୨୦୦୩ ମସିହାରେ ଲଞ୍ଚ…