Below header
Browsing Tag

cocacola

କୋକାକୋଲା କମ୍ପାନୀର ଭିନ୍ନ ପ୍ରୟାସ, ଆବର୍ଜନାରୁ ପ୍ରସ୍ତୁତ କଲା ଗ୍ରୀନ ବୋତଲ

ପୃଥିବୀକୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ କୋକାକୋଲା କମ୍ପାନି ଏକ ଭିନ୍ନ ଧରଣର ପ୍ରୟାସ ଆରମ୍ଭ କରିଛନ୍ତି | ମୃଦ୍ୟୁ ପାନୀୟ ପ୍ରସ୍ତୁତକାରୀ  ଏହି କମ୍ପାନୀ ସମୁଦ୍ରରୁ ବାହାର କରାଯାଇଥିବା ପ୍ଲାଷ୍ଟିକକୁ ଉପଯୋଗ କରି ଏକ ଗ୍ରୀନ ବୋତଲ ତିଆରି କରିଛନ୍ତି । ଏହାକୁ ସମ୍ପୂର୍ଣ୍ଣ ରୂପେ ରିସାଇକଳ…