Browsing Tag

commisionarate police

ଆଜି ଦାୟିତ୍ୱ ନେଲେ ଟ୍ଵିନ୍‌ସିଟିର ୨ ନୂଆ ଡିସିପି

ଭୁବନେଶ୍ବର: ଆଜି ଦାୟିତ୍ୱ ନେଲେ ଟ୍ଵିନ୍‌ସିଟିର ୨ ନୂଆ ଡିସିପି । ଭୁବନେଶ୍ୱର କମିଶନରେଟ୍‌ ପୋଲିସର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଉମାଶଙ୍କର ଦାସ। ଭୁବନେଶ୍ୱର ଡିସିପି ଅନୁପ ସାହୁ ଭିଜିଲାନ୍ସ ଡିଆଇଜି ଭାବେ ବଦଳି ହେବା ପରେ ତାଙ୍କ ସ୍ଥାନରେ ଉମାଶଙ୍କର ଦାସଙ୍କୁ ନିଯୁକ୍ତ…

ଆଜିଠୁ ଦୁଇ ଦିନ ବନ୍ଦ ରହିବ ପୋଲିସ ସେବା ଭବନ, ସମ୍ପୂର୍ଣ୍ଣ ବିଲ୍‌ଡିଂକୁ କରାଯିବ ବିଶୋଧନୀକରଣ

ଭୁବନେଶ୍ବର: ଦୁଇ ଦିନ ବନ୍ଦ ରହିବ ପୋଲିସ ସେବା ଭବନ। ଶନିବାର ଓ ରବିବାର ଦୁଇ ଦିନ ପୋଲିସ ସେବା ଭବନ ବନ୍ଦ ରହୁଥିବାରୁ ଏହି ସମୟରେ ଏଠାରେ ସାନିଟାଇଜ୍‌ କରାଯିବ । ଆଜି ସକାଳ ୯ଟାରୁ ଆସନ୍ତାକାଲି ପର୍ଯ୍ୟନ୍ତ କୌଣସି ପୋଲିସ କର୍ମଚାରୀ କିମ୍ବା ସାଧାରଣ ଲୋକ ପୋଲିସ ଭବନକୁ ନଆସିବାକୁ…

ଅପରାଧୀଙ୍କର ଆଉ ତ୍ରାହି ନାହିଁ, ପଛରେ ଲାଗିଛନ୍ତି କମିଶନରେଟ୍ ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ

ଭୁବନେଶ୍ବର (କେନ୍ଯୁଜ୍) : ସାବଧାନ ଅପରାଧୀ । ଆକ୍ସନ ମୋଡରେ କମିଶନରେଟ୍ ପୋଲିସ୍ । ରାତି ଅଧରେ ପୁଣି ଏନକାଉଣ୍ଟର । ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ଦୁଇ ଦୁଇଟି ଏନକାଉଣ୍ଟର ହୋଇଛି । ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଅଞ୍ଚଳରେ ଦୁଇ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ ।…