Below header
Browsing Tag

Commissionerate police raid

ଭୁବନେଶ୍ୱର ସାଲିଆ ସାହିରେ କମିଶନରେଟ ପୋଲିସର ଚଢାଉ, ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ

ଭୁବନେଶ୍ୱର(ଭୁବନେଶ୍ବର): ନିଶା ବେପାରୀଙ୍କ ଘରେ କମିଶନରେଟ ପୋଲିସର ରେଡ୍‌ । ଭୁବନେଶ୍ୱର ସାଲିଆ ସାହିରେ ଚଢାଉ ହୋଇଛି। ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ କରିଛି ପୋଲିସ। ବିପୁଳ ଦେଶୀ ମଦ ଜବତ କରାଯାଇଛି। ସହିଦନଗର, ମଞ୍ଚେଶ୍ୱର, ନୟାପଲ୍ଲୀ ପୋଲିସର ମିଳିତ ଚଢାଉ। ଚଢାଉରେ ସାମିଲ ଅଛନ୍ତି ୩…

ଜୁଆ ଆଡ୍ଡାରେ କମିଶନରେଟ ପୋଲିସର ଚଢ଼ଉ; ୫ ଜୁଆଡ଼ି ଗିରଫ, କାର ସହ କୋଟିଏ ଟଙ୍କା ଜବତ

ଭୁବନେଶ୍ୱର: ରାଜଧାନୀରେ ଅନଲାଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିବା ସହ ପ୍ରାୟ ଏକ କୋଟି ଟଙ୍କା ଜବତ କରିଛି। ଏୟାରପୋର୍ଟ ଥାନା ଅଞ୍ଚଳରେ ଓୟୋ ରୁମ୍‌ରେ ଅନଲାଇନ ବେଟିଂ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଏହି ଘଟଣାରେ ଝାଡ଼ଖଣ୍ଡର ୫ ଜଣ ଜୁଆଡ଼ିଙ୍କୁ ଗିରଫ…

କଟକ ମାଲଗୋଦାମର ବିଭିନ୍ନ ଦୋକାନରେ କମିଶନରେଟ୍‌ ପୋଲିସର ଚଢ଼ାଉ, ୩ଟି ଦୋକାନରୁ ବିପୁଳ ନକଲି ହଳଦୀ ଗୁଣ୍ଡ ଜବତ

କେନ୍ୟୁଜ ବ୍ୟୁରୋ : କଟକ ମାଲଗୋଦାମର ବିଭିନ୍ନ ଦୋକାନରେ କମିଶନରେଟ୍‌ ପୋଲିସର ଚଢ଼ାଉ । ଗତକାଲି ନକଲି ହଳଦୀ ଓ ଲଙ୍କାଗୁଣ୍ଡ ଜବତ ପରେ ଆଜି ଅନ୍ୟ ଦୋକାନ ଚଢ଼ାଉ କରିଛି କମିଶନରେଟ୍‌ ପୋଲିସ । ମାଲଗୋଦାମର ତିନିଟି ଦୋକାନରୁ ବିପୁଳ ପରିମାଣରେ ନକଲି ହଳଦୀ ଗୁଣ୍ଡ ଜବତ ହୋଇଛି । ଅପମିଶ୍ରିତ ମସଲା…