Browsing Tag

compassionate police

ଏବେ ବନ୍ଧୁକ, ବାଣ, ବିବାହ ଓ ସିନେମା ହଲ ପାଇଁ ଅନଲାଇନରେ ଆବେଦନ କରିପାରିବେ ଟୁଇନସିଟି ବାସୀ

ଭୁବନେଶ୍ବର (କେନ୍ୟୁଜ୍) : ଟୁଇନସିଟି ବାସୀଙ୍କ ପାଇଁ କମିଶନରେଟ ପୋଲିସର ଆଉ ଏକ ଯୋଜନା । ଏଥର ଅନଲାଇନ୍ ଜରିଆରେ ବନ୍ଧୁକ, ବାଣ, ବିବାହ ଓ ସିନେମା ହଲ ପାଇଁ ଲାଇସେନ୍ସ ଆବେଦନ କରିପାରିବେ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗଷ୍ଟ ୧୫ତାରିଖରେ ବିଧିବଦ୍ଧ ଭାବେ ଏହି ଯୋଜନାର ଶୁଭରମ୍ଭ ହେବ…