ଦିଲ୍ଲୀ: କନଷ୍ଟେବଳଙ୍କ ଉପରେ ମାଡ଼ିଗଲା କାର୍, ଧକ୍କା ଦେଇ ୧୦ ମିଟର ଯାଏ ଘୋଷାଡ଼ି ନେଲା
ଦିଲ୍ଲୀରେ ଏକ ଭୟଙ୍କର ଦୁର୍ଘଟଣାରେ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ଘଟିିଛି । ଏଠାରେ ଏକ ଦ୍ରୁତଗାମୀ କାର୍ କନଷ୍ଟେବଳଙ୍କ ଉପରେ ମାଡ଼ିଯିବା ଫଳରେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । କନଷ୍ଟେବଳ ଜଣକ ଡ୍ୟୁଟିରେ ଥିବା ବେଳେ ଏକ କାର୍ ତାଙ୍କୁ ଜୋର୍ରେ ଧକ୍କା ଦେଇଥିଲା ।…