Below header
Browsing Tag

containment zone in cuttack

କଟକକୁ ପୁଣି ଫେରିଲା କଣ୍ଟେନମେଣ୍ଟ: ୬ କରୋନା ପଜିଟିଭ୍‌ ଚିହ୍ନଟ ପରେ ଗୋପବନ୍ଧୁ ବିହାରକୁ ମାଇକ୍ରୋ କଣ୍ଟେନମେଣ୍ଟ…

କଟକ(କେନ୍ଯୁଜ୍): କଟକ ସହରକୁ ପୁଣି ଫେରିଲା କଣ୍ଟେନମେଣ୍ଟ। ୨୭ ନମ୍ବର ୱାର୍ଡର ନୂଆରାଉସପାଟଣା ଅନ୍ତର୍ଗତ ଗୋପବନ୍ଧୁ ବିହାରକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଗୋପବନ୍ଧୁ ନଗରର ଏକ ପରିବାରରୁ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ସଂପ୍‌ୃକ୍ତ ଆକ୍ରାନ୍ତ ରହୁଥିବା…

କଟକ ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

କଟକ: କଟକ ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି । ଗତକାଲିଠାରୁ ପୁରୁଣା ରାଉସପାଟଣା କଣ୍ଟେନମେଣ୍ଟ ରହିଛି । ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ୨୭ ନମ୍ବର ଓ୍ଵାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ସିଏମ୍‌ସି ପକ୍ଷରୁ ଏପରି…