Browsing Tag

cooperative society

ଅନୁଗୁଳ: ସାନ ହୁଲା ସେବା ସମବାୟ ସମିତିରେ ଘୋଟାଲା, ଚାଷୀଙ୍କ ପାଇଁ ଆସୁଥିବା ସାର ବାହାରେ ବିକ୍ରି ହେଉଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସାନ ହୁଲା ସେବା ସମବାୟ ସମିତିରେ ଦୁର୍ନୀତିର ଛାପ । ଚାଷୀଙ୍କ ପାଇଁ ଆସୁଥିବା ସାର ବାହାରେ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଛି । ସାନହୁଲା ସେବା ସମବାୟ ସମିତିର ସମ୍ପାଦକଙ୍କ ବେଆଇନ କାମ ଯୋଗୁଁ ଚାଷୀଙ୍କୁ ଋଣ ମିଳୁନାହିଁ । ଧାନ କିଣାରେ…

ଯାଜପୁର: କୃଷି ସମବାୟ ସମିତି ଅଫିସରେ ଶହ ଶହ ମଦ ବୋତଲ, କେଉଁଠୁ ଆସିଲା ମଦ ବୋତଲ ଚାଷୀ ଉଠାଇଲେ ପ୍ରଶ୍ନ

ଯାଜପୁର ଟାଉନ(କେନ୍ୟୁଜ୍):  କୃଷି ସମବାୟ ସମିତି କାର୍ଯ୍ୟାଳୟ ପରିସରରୁ ଶତାଧିକ ମଦ ବୋତଲ ଜବତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ବରୁହାଁ ସେବା ସମବାୟ ସମିତି କାର୍ଯ୍ୟାଳୟରେ । ସେବା ସମବାୟ ସମିତିରେ ପ୍ରକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ ହେଉନଥିବା ଅଭିଯୋଗ ହୋଇ ଆସୁଥିଲା ।…

କଟକ: କୋଅପରେଟିଭ ମିଲ୍କ ଫେଡରେନସ ୟୁନିଅନର ଗୋଖାଦ୍ୟ ଦୁର୍ନୀତି ଘଟଣାରେ ସିବିଆଇ ମାମଲା ରୁୁଜୁ କରିବାକୁ ହାଇକୋର୍ଟଙ୍କ…

କେନ୍ୟୁଜ୍(ବ୍ୟୁରୋ): ଓମଫେଡ ସହ ଅନୁବନ୍ଧିତ କଟକ କୋଅପରେଟିଭ ମିଲକ ଫେଡରେନସ ୟୁନିଅନର ଗୋଖାଦ୍ୟ ଦୁର୍ନୀତି ଘଟଣାରେ ସିବିଆଇ ମାମଲା ରୁୁଜୁ କରିବାକୁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । କଟକ କୋଅପରେଟିଭି ୟୁନିୟନ ୨୦୧୮ ମସିହା ଅଡିଟ ରିପୋର୍ଟରେ ଗୋଖାଦ୍ୟକୁ ନେଇ ୧୩ ଲକ୍ଷ ଟଙ୍କାର…