Browsing Tag

cordyceps

ଏବେ ଡ୍ରାଗନ ସେନାର Cordyceps ଲୋଭ, ଭାରତୀୟ ଜଡିବୁଟି ଚୋରି କରିବାକୁ ସିମା ଭିତରକୁ ପଶୁଛି ଚୀନ ସେନା

ଦିନକୁ ଦିନ ବଢ଼ୁଛି ଚୀନ ସହିତ ସୀମା ବିବାଦ। ଏବେ ଏହି ସୀମା ବିବାଦ ପଛରେ ଆଉ ଏକ କାରଣ ମଧ୍ୟ ସାମ୍ନାକୁ ଆସୁଛି। ଚୀନ ନିଜର ଚାହିଦା ପୂରା କରିବାକୁ ସୀମାରେ ଅନୁପ୍ରବେଶ କରି ଚୋରି କରୁଛି। ତାଇୱାଙ୍ଗ ବିବାଦ ପଛରେ ଔଷଧ? ଡ୍ରାଗନ ସେନାର Cordyceps ଲୋଭ? ପୁଣି କଲା ଅନୁପ୍ରବେଶ। । ଆଗରୁ ସୀମା…