Browsing Tag

corona combat

କୋଭିଡ ସହ ଲଢେଇ ହେବ କିନ୍ତୁ ଲକଡାଉନ କରି ନୁହେଁ, ଜୀବନ ସହ ଜୀବିକା ବି ନିହାତି ଆବଶ୍ୟକ: ମୋଦି

କେନ୍ୟୁଜ୍(ବ୍ୟୁରୋ): ଦେଶରେ ଲକଡାଉନ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍‌ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରୁ ଏକଥା ସ୍ପଷ୍ଟ ହୋଇଛି । କରୋନା ମୁକାବିଲା ସହ…