Browsing Tag

corona effect

ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ୪୨ ଓଡ଼ିଆ ଛାତ୍ରଛାତ୍ରୀ, ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ…

ଜଳେଶ୍ୱର: ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫଶିଛନ୍ତି ୪୨ ଓଡ଼ିଆ ଛାତ୍ରଛାତ୍ରୀ। ଗତ ୧୬ତାରିଖରୁ ପ୍ରକାଶମ ଜିଲ୍ଲା ମାର୍କପୁରମକୁ ବିଏଡ୍‌ ପରୀକ୍ଷା ଦେବାକୁ ଯାଇଥିଲେ ଓଡ଼ିଶାର କେତେକ ଛାତ୍ରଛାତ୍ରୀ। ପରେ କରୋନା ଭାଇରସ ସତର୍କତା ପାଇଁ ଆନ୍ଧ୍ରପ୍ରଦେଶରେ ଲକ୍‌ଡାଉନ୍‌ ଜାରି ହେବା ପରେ…

କରୋନା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି, ମାର୍ଚ୍ଚ ୨୨ଠାରୁ ଦେଶରେ ଅବତରଣ କରିବ ନାହିଁ କୌଣସି ବିଦେଶୀ ବିମାନ

କରୋନା ଭାଇରସ କାରଣରୁ ଦେଶରେ ମୃତ୍ୟୁ ସଂଖ୍ୟା ବଢି ୪ ରେ ପହଞ୍ଚିଛି । ତାସହିତ ସଂକ୍ରମଣ ସଂଖ୍ୟା ମଧ୍ୟ ୧୭୭ ଛୁଇଁଲାଣି । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟା ସମୟରେ ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ତେବେ ସମ୍ବୋଧନ କରିବା ପୂର୍ବରୁ ହିଁ…