Browsing Tag

Corona in Australia

କରୋନା ଆତଙ୍କ: ଟଏଲେଟ୍‌ ପେପର ପାଇଁ ପିଟାପିଟି ହେଲେ ମହିଳା, ଭାଇରାଲ ହେଉଛି ଭିଡିଓ

କରୋନା ଭାଇରସ୍‌ର ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧରେ ବଢ଼ିବାରେ ଲାଗିଛି। ଏବେ ଚୀନ୍‌ରେ କରୋନା ମୃତକଙ୍କ ସଂଖ୍ୟା ବଢ଼ି ୩୫୦୦ ଟପିଥିବା ବେଳେ ଲକ୍ଷେ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଫାସୁତୁରା ରହିବା ଉପରେ ଧ୍ୟାନ ଦେବାକୁ ଡାକ୍ତରମାନେ ପରାମର୍ଶ…