Below header
Browsing Tag

corona india update

ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ପଜିଟିଭ୍‌, ଗତ ୨୪ ଘଣ୍ଟାରେ ଦେଢ ଲକ୍ଷ ଚିହ୍ନଟ

ନୂଆଦିଲ୍ଲୀ : ରେକର୍ଡ ଭାଙ୍ଗୁଛି କରୋନା । ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ଜାରି ରହିଛି । ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଢ ଲକ୍ଷ ଟପିଲା ଦୈନିକ ସଂକ୍ରମଣ। ଆଜି ୧ଲକ୍ଷ ୫୨ହଜାର ୮୭୯ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ…

ସଂକ୍ଷେପରେ ଜାଣନ୍ତୁ କରୋନା ସମ୍ପର୍କିତ ଦେଶ ଦୁନିଆର ଅପ୍‌ଡେଟ୍‌ ଖବର

୧-ବର୍ତ୍ତମାନ ଦେଶର ୧୭୦ଟି ଜିଲ୍ଲାରେ କରୋନା ହଟ୍‌ସ୍ପଟ୍‌ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଏହି ଜିଲ୍ଲାରେ ମୋଟ୍‌ ୨୭୦ଟି ହଟ୍‌ସ୍ପଟ୍‌ ରହିଛି । ତେବେ ଏଯାଏ ଦେଶରେ ଗୋଷ୍ଠୀ ସଂକ୍ରମଣ ବା କମ୍ୟୁନିଟି ଟ୍ରାନ୍ସମିଶନ୍‌ ହୋଇ ନାହିଁ । ୨-ଆଜି ସୁଦ୍ଧା ଭାରତରେ…

କାୟା ବିସ୍ତାର କରୁଛି କରୋନା, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୪

ନୂଆଦିଲ୍ଲୀ : ଭାରତରେ କାୟା ମେଲାଉଛି କରୋନା । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ରେ ପହଞ୍ଚିଛି । ଏହି ଭୂତାଣୁ ଯୋଗୁ ୫ ଜଣଙ୍କ ଜୀବନ ଯାଇଛି । କରୋନା ଭାଇରସ୍‌ ଯୋଗୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ୬୦ ଜଣ ମହାରାଷ୍ଟ୍ରରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି କେରଳରେ…