Below header

କାୟା ବିସ୍ତାର କରୁଛି କରୋନା, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୪

ନୂଆଦିଲ୍ଲୀ : ଭାରତରେ କାୟା ମେଲାଉଛି କରୋନା । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ରେ ପହଞ୍ଚିଛି । ଏହି ଭୂତାଣୁ ଯୋଗୁ ୫ ଜଣଙ୍କ ଜୀବନ ଯାଇଛି । କରୋନା ଭାଇରସ୍‌ ଯୋଗୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ୬୦ ଜଣ ମହାରାଷ୍ଟ୍ରରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି କେରଳରେ ୩୩, ଦିଲ୍ଲୀରେ ୨୫, ଉତ୍ତରପ୍ରଦେଶରେ ୨୩, କର୍ଣ୍ଣାଟକରେ ୧୫, ରାଜସ୍ଥାନରେ ୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତିି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.