Browsing Tag

corona postive

ସାଲେପୁର ସବ୍‌ଜେଲରେ କରୋନା ଭୟ, ୧୩ ଜଣ ଅନ୍ତେବାସୀ ପଜିଟିଭ ଚିହ୍ନଟ

ସାଲେପୁର: ସାଲେପୁର ସବ୍‌ଜେଲରେ କରୋନା ଭୟ। ୧୩ ଜଣ ଅନ୍ତେବାସୀ ପଜିଟିଭ ଚିହ୍ନଟ ହେବା ପରେ ଏବେ ଜେଲ୍‌ରେ ଥିବା ଅନ୍ତେବାସୀ, ସୁରକ୍ଷା କର୍ମୀ ଓ ଜେଲ୍‌ କର୍ମଚାରୀଙ୍କ ପାଇଁ ଚିନ୍ତା ବଢିଯାଇଛି। ମୋଟ ୫୪ଜଣ ଅନ୍ତେବାସୀ ଏହି ଜେଲ୍‌ରେ ଅଛନ୍ତି। ଜଣେ ଅନ୍ତେବାସୀ କୋର୍ଟରୁ ଫେରିବା ପରେ…

ପୁରୀ: ହୋଟେଲକୁ କୋଭିଡ୍‌ କେୟାର ହୋମ୍‌ରେ ପରିବର୍ତ୍ତନ, ୩୦ଟି ରୁମ୍‌ରେ ରହୁଛନ୍ତି ପ୍ରାୟ ୭୦ ସେବକ ପରିବାର

ପୁରୀ : ପୁରୀ ସହରରେ କରୋନା କାୟା ବିସ୍ତାର କରିଚାଲିଥିବା ବେଳେ ପ୍ରତିଦିନ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମହାପ୍ରଭୁଙ୍କ ସେବା ପୂଜା ଓ ପାଳି ଖଟୁଥିବା ୫୦ରୁ ଅଧିକ ପାଳିଆ ସେବକ ଆକ୍ରାନ୍ତ ହୋଇସାରିଲେଣି । ଦୁଇ ସେବାୟତଙ୍କ ପ୍ରାଣ ନେଇଛି କରୋନା । ଶ୍ରୀମନ୍ଦିର ସେବକଙ୍କ…