Below header
Browsing Tag

corona report

କୁଳି କରି କରିପାରିବେ କରୋନା ଟେଷ୍ଟ, ମାତ୍ର କେଇ ମିନିଟରେ ଜାଣିପାରିବେ ରିପୋର୍ଟ ପଜିଟିଭ୍‌ ନା ନେଗେଟିଭ୍

ଆଉ ଦରକାର ହେବ ନାହିଁ ନାକ ଏବଂ ଗଳାରୁ ସ୍ୱାବ ସଂଗ୍ରହ…କେବଳ କୁଳି କରି କରିପାରିବେ କରୋନା ଟେଷ୍ଟ… ମାତ୍ର କେଇ ମିନିଟରେ ଜାଣିପାରିବେ ରିପୋର୍ଟ ପଜିଟିଭ୍‌ ନା ନେଗେଟିଭ୍‌… ରାଷ୍ଟ୍ରୀୟ ପର୍ଯ୍ୟାବରଣ ଇଞ୍ଜିନିୟରିଂ ଅନୁସନ୍ଧାନ ସଂସ୍ଥାନ କରୋନା ଟେଷ୍ଟକୁ ନେଇ ଏକ ଏମିତି ତରିକା ଖୋଜି ବାହାର…

ଅମିତ ଶାହା କରୋନା ମୁକ୍ତ ହେବା ଖବର ଭୁଲ, ଗୃହ ମନ୍ତ୍ରଣାଳୟର ସୂଚନା ପରେ ଟ୍ଵିଟ୍‌ ଡିଲିଟ୍‌ କଲେ ମନୋଜ ତିଓ୍ଵାରୀ

ସୁସ୍ଥ ହୋଇନାହାନ୍ତି ଗୃହମନ୍ତ୍ରୀ ଅମିତ ଶାହା। କରୋନା ଯୋଗୁ ମେଡିକାଲରେ ଭର୍ତ୍ତି ହୋଇଥିବା ଅମିତ ଶାହାଙ୍କର ଏବେ ଯାଏଁ ପୁନର୍ବାର କରୋନା ଟେଷ୍ଟ ହୋଇନାହିଁ। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଅମିତ ଶାହାଙ୍କ କରୋନା ରିପୋର୍ଟ ପଜିଟିଭ‌ ଆସିଥିବା ନେଇ ସୂଚନା ଦେଇଛି। ଗୃହ ମନ୍ତ୍ରଣାଳୟ ତରଫରୁ…

ଦୁଇଦିନ ମଧ୍ୟରେ ନିଜର କରୋନା ରିପୋର୍ଟ ଦେବାକୁ ବ୍ରାଜିଲର ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ

ସଂକଟରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ । ଦୁଇ ଦିନ ମଧ୍ୟରେ ନିଜର କରୋନା ଯାଞ୍ଚ ରିପୋର୍ଟ ଦେଖାଇବାକୁ ବ୍ରାଜିଲର ଏକ କୋର୍ଟ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରାଜିଲର G1 ବ୍ରଡକାଷ୍ଟରର ରିପୋର୍ଟ ଅନୁଯାୟୀ, ଫେଡେରାଲ ଜଜ୍ ଆନା ଲୁସିଆ ପେଟ୍ରି ବେଟ୍ଟୋ ୪୮…

କରୋନା ରିପୋର୍ଟ: ଭାରତରେ ହୋଇଥିବା 86 ପ୍ରତିଶତ ମୃତ୍ୟୁ ମଧ୍ୟରେ କମନ୍ ରହିଛି ଗୋଟିଏ କଥା

ସାରା ଦୁନିଆରେ ଏବେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ୍ I ଏହି ଭାଇରସ୍ କାରଣରୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ସାରା ବିଶ୍ୱରେ ପ୍ରାୟ 14 ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ 82,000 ଲୋକ ମୃତ୍ୟୁବରଣ କରିସାରିଲେଣି I ତେବେ ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି I…