Below header
Browsing Tag

corona virus in italy

ଦୁଇଟି ବିଲ୍ଡିଂର ଛାତକୁ ଟେନିସ୍ କୋର୍ଟ କରି ଖେଳୁଛନ୍ତି ଯୁବତୀ, ଦେଖନ୍ତୁ ପ୍ରାକ୍ଟିସ କରିବାର ନିଆରା ଅନ୍ଦାଜ

କରୋନା ଭାଇରସର ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ସବୁଦେଶରେ ନିୟମ କରାଯାଇଛି। କେବଳ ଦୂରତା ମାଧ୍ୟମରେ ହିଁ କରୋନାକୁ ମାତ୍ ଦେଇହେବ। ସରକାରଙ୍କ ଏହି ନିର୍ଦ୍ଦେଶକୁ ଅନୁପାଳନ କରି ଇଟାଲୀରେ ଦୁଇ ଜଣ ଯୁବତୀ ଟେନିସ୍ ଖେଳୁଥିବା ଦେଖିବାକୁ ମିଳିଛି।…

କରୋନା ଭାଇରସ୍‌ ମୃତକଙ୍କ ଭାଗ୍ୟରେ ନାହିଁ ଅନ୍ତିମ ସଂସ୍କାର, ଇରାନରେ ସ୍ଥିତି ସାଂଘାତିକ

ଦେଶକୁ ଅସ୍ତବ୍ୟସ୍ତ କରି ପକାଇଥିବା ମାରାତ୍ମକ କରୋନା ଭାଇରସ୍‌କୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ କଡ଼ା ଚେତାବନୀ ଜାରି କରିଛି ଇରାନ୍‌। ଇରାନ୍‌ କହିଛି ଯେ ଯଦି ଇସ୍‌ଲାମିକ ଗଣରାଜ୍ୟରେ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତି ଓ ଯାତ୍ରା କରନ୍ତି, ତେବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ…

କରୋନା ଯୋଗୁ ରାସ୍ତାଘାଟ ଶୂନ୍‌ଶାନ, ଘର ବାଲ୍‌କୋନିରେ ବାଜା ବଜାଇ ମନୋବଳ ଦୃଢ଼ କରାଉଛନ୍ତି ଇଟାଲିବାସୀ, କେହି କେହି…

ଚୀନ ପରେ ବର୍ତ୍ତମାନ ଇଟାଲିରେ କରୋନା ଭାଇରସ୍‌ ଯୋଗୁ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ପୂରା ଦେଶରେ ଏବେ ଆତଙ୍କ ଖେଳିଯାଇଛି। ୬ କୋଟିରୁ ଅଧିକ ଲୋକ ଏକପ୍ରକାର ବନ୍ଦୀ ଅବସ୍ଥାରେ ଘର ଭିତରେ ରହିଛନ୍ତି। ତେବେ ଏହାରି ଭିତରେ ଇଟାଲିବାସୀଙ୍କ ମଧ୍ୟରେ ଜବରଦସ୍ତ ଜୋଶ୍‌ ଦେଖିବାକୁ…