Browsing Tag

covid vaccine for children

ଭାରତ ବାୟୋଟେକର କୋଭାକ୍ସିନ୍‌ ଟିକାକୁ ୬ରୁ ୧୨ ବର୍ଷ ପିଲାଙ୍କୁ ଦେବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ(କେନ୍ୟୁଜ୍‌): ୬ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ଼ ଟିକା। ଭାରତ ବାୟୋଟେକର କୋଭାକ୍ସିନ୍‌କୁ  ୬ରୁ ୧୨ ବର୍ଷ ପିଲାଙ୍କୁ ଦେବାନେଇ ମିଳିଛି ଅନୁମତି। ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ DCGIର ଅନୁମତି ମିଳିଥିବା ସୂଚନା ମିଳିଛି।

ଜାନୁଆରି ୧ରୁ ପିଲାଙ୍କ ପାଇଁ ପଞ୍ଜିକରଣ: ୧୫ରୁ ୧୮ ବର୍ଷ ପିଲା ଅନଲାଇନ ଓ ଅଫଲାଇରେ କରିପାରିବେ ବୁକ୍‌

ଭୁବନେଶ୍ବର(କେନ୍ଯୁଜ୍):୧୫ରୁ ୧୮ ବର୍ଷ ବୟସର ପିଲା କୋଭିଡ଼ ଟିକା ନେବା ପାଇଁ ଉଭୟ ଅନଲାଇନ ଓ ଅନସାଇଟ୍‌ରେ ବୁକ୍‌ କରିପାରିବେ । ଏହାଛଡ଼ା ପିଲାମାନେ କୋ-ଓ୍ଵିନ ଆପ୍‌ ଜରିଆରେ ମଧ୍ୟ ପଞ୍ଜିକରଣ କରିପାରିବେ। ପିଲାମାନଙ୍କ ପାଇଁ ଅଲଗା ଟିକାକରଣ ଟିମ୍‌ ଓ ଅଲଗା ଲାଇନ ହେବ । କୋ-ଓ୍ଵିନ ଆପରେ…

ବିନା ଛୁଞ୍ଚିରେ ଶିଶୁଙ୍କୁ ଟିକା: ଟିକାକରଣ ପାଇଁ ଭର୍ଚୁଆଲ୍‌ ମାଧ୍ୟମରେ ଟ୍ରେନିଂ ଦେବେ କେନ୍ଦ୍ର ସରକାର

କେନ୍ଯୁଜ୍: ବିନା ଛୁଞ୍ଚିରେ ଟିକା ନେବେ ଶିଶୁ। ଦୁଇଟି ଟିକା ଶିଶୁମାନେ ନେବା ପାଇଁ ପରାମର୍ଶ ଅଛି। ୧୨ରୁ ୧୮ ବର୍ଷ ଶିଶୁଙ୍କ ପାଇଁ ଯାଇପର ଡି ଯାହାକୁ DCGI ଅନୁମତି ଦେଇଛନ୍ତି। କୋଭାକ୍ସିନ୍‌ ଯାହାକୁ ଏକଜାମିନ୍‌ କରି ଡିସିଜିଆଇ ଅନୁମତି ଦେବେ। ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ…

ଏବେ ପିଲାଙ୍କୁ ଦିଆଯିବ କୋଭାକ୍ସିନ୍‌ ଟିକା, ଏମରଜେନ୍ସିରେ ବ୍ୟବହାର ପାଇଁ ମିଳିଲା ଅନୁମତି

ଏବେ ଛୋଟ ପିଲାଙ୍କୁ ବି ଦିଆଯିବ କୋଭାକ୍ସିନ୍‌। ୨ରୁ ୧୮ ବର୍ଷ ବୟସ୍କର ପିଲାଙ୍କୁ ଜରୁରୀକାଳୀନ ସ୍ଥିତିରେ କୋଭାକ୍ସିନ୍‌ ଦେବାକୁ ସବଜେକ୍ଟ ଏକ୍ସପର୍ଟ କମିଟି ସୁପାରିଶ କରିଛନ୍ତି। ଏଣୁ ଖୁବ୍‌ଶୀଘ୍ର ପିଲାଙ୍କର ଏହି କରୋନା ଟିକା ବଜାରକୁ ଆସିବା ପଥ ପରିଷ୍କାର ହୋଇଛି। ଏହି ଟିକା ଭାରତ…