ନୂଆଦିଲ୍ଲୀ(କେନ୍ୟୁଜ୍): ୬ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ଼ ଟିକା। ଭାରତ ବାୟୋଟେକର କୋଭାକ୍ସିନ୍କୁ ୬ରୁ ୧୨ ବର୍ଷ ପିଲାଙ୍କୁ ଦେବାନେଇ ମିଳିଛି ଅନୁମତି। ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ DCGIର ଅନୁମତି ମିଳିଥିବା ସୂଚନା ମିଳିଛି।