Browsing Tag

cow killed

କନ୍ଧମାଳ କାମ୍ବ୍ରିକିଆ ଗାଁରେ ଅଘଟଣ: ବଜ୍ରପାତରେ ୬ ଗାଈଗୋରୁ ମୃତ

କନ୍ଧମାଳ: ବଜ୍ରପାତରେ ୬ ଗାଈ ଗୋରୁ ମୃତ । କନ୍ଧମାଳ ଜିଲ୍ଲା ଟିକାବାଲି ଥାନା କାମ୍ବ୍ରିକିଆ ଗାଁରେ ଅଘଟଣ ଘଟିଛି । ବର୍ଷା ହେଉଥିବାବେଳେ, ଗାଈ ଗୋରୁ ମାନେ ଗଛମୂଳରେ ଆଶ୍ରୟ ନେଇଥିଲେ । ତେବେ ଠିକ୍ ସେହି ସମୟରେ ହଠାତ ବଜ୍ରପାତ ହୋଇଥିଲା। ଯାହାଫଳରେ ଗାଈଗୋରୁଙ୍କ ମୃତ୍ୟୁ ଘଟିଥିଲା ।…

କେତେ ନିଷ୍ଠୁର ଏ ମଣିଷ, କ୍ଷୀର ନଦେବାରୁ ଗାଈକୁ ପିଟି ପିଟି ମାରିଦେଲା ମାଲିକ

କେରଲରେ ଗର୍ଭବତୀ ହାତୀର ହତ୍ଯା ପରେ ହରିୟାଣା ସ୍ଥିତ ହିସାରୁ ମଧ୍ଯ ଛାତି ଥରାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ ହିସାରରେ ଗୋଟିଏ ଗାଈର ମାଲିକ କ୍ଷୀର ନଦେବାରୁ ନିଜ ଗାଈକୁ ପିଟି ପିଟି ହତ୍ଯା କରିଛନ୍ତି। ଘଟଣାଟି ପ୍ରକାଶ ପାଇବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।…