Browsing Tag

crackers

ଏସଆରସି ନେବେ ବାଣ ବିକ୍ରି ଓ ବାଣ ଫୁଟା ଉପରେ ନିଷ୍ପତ୍ତି,କାଲି ୧୧ଟା ସୁଦ୍ଧା ଶୁଣାଣି କରିବେ

କେନ୍ୟୁଜ୍(ବ୍ୟୁରୋ): ଦୀପାବଳିରେ ବାଣ ବିକ୍ରି ହେବ ନା ନାହିଁ? ବାଣ ଫୁଟାଇବାକୁ ଅନୁମତି ମିଳିବ କି ନାହିଁ ? ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ। ସ୍ୱତନ୍ତ୍ର ରିଲିଫ୍‌ କମିଶନର ଏନେଇ ନେବେ ନିଷ୍ପତ୍ତି । ଆସନ୍ତାକାଲି ପୂର୍ବାହ୍‌ଣରେ ଶୁଣାଣି କରିବେ ଏସ୍‌ଆରସି ।…

ଦୀପାବଳିରେ ବାଣ ବିକ୍ରି ଓ ଫୁଟାଇବା ପାଇଁ ଅନୁମତି ଦିଆଯାଉ, ହାଇକୋର୍ଟରେ ମାମଲା ରୁଜୁ କଲା ଫାୟାର ୱାର୍କସ୍ ଡିଲର…

କଟକ(କେନ୍ୟୁଜ୍): ଚଳିତ ବର୍ଷ ଦୀପାବଳୀରେ ବାଣ ଫୁଟାଇବା ଓ ବିକ୍ରି ଉପରେ ରାଜ୍ୟ ସରକାର ଜାରି କରିଥିବା କଟକଣାକୁ ବିରୋଧ‌ କରି ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଛି। ଅଲ୍ ଓଡ଼ିଶା ଫାୟାର ୱାର୍କସ୍ ଡିଲର ଆସୋସିଏସନ୍ ପକ୍ଷରୁ ଦାୟର ଏ ସଂପର୍କିତ ଆବେଦନରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ…

ମେରଠ ପୋଲିସର ବଡ ସଫଳତା, ହ୍ଵାଟସଆପ୍‌ ଜରିଆରେ ବିକ୍ରି ହେଉଥିବା ବାଣ ତିଆରି କାରଖାନା ଉପରେ ଚଢାଉ କଲା ପୋଲିସ୍‌

ଉତ୍ତର ପ୍ରଦେଶର ମେରଠ ପୋଲିସ୍‌ ଚଢାଉ କରି ଏକ ବେଆଇନ୍‌ ବାଣ ତିଆରି କାରଖାନା ଠାବ କରିଛି। ଏଥିସହ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ସୂଚନା ମୁତାବକ ପୋଲିସ୍‌ ର କଠୋରତା ସତ୍ତ୍ୱେ ଅମାନିଆମାନେ ବାଣ ତିଆରି କରିବା ଛାଡୁନାହାନ୍ତି। କେବଳ ଏତିିକି ନୁହେଁ ବାଣ ବ୍ୟାନ କରିବା ସହ ମେରଠ…

ନିୟମ ନମାନି ବାଣ ଫୁଟାଇବାରୁ କାର୍ଯ୍ୟାନୁଷ୍ଠାନ, ୨୩୦ଜଣଙ୍କ ଠାରୁ ଆଦାୟ ହେଲା ୧ ଲକ୍ଷ ୧୫ ହଜାର ଟଙ୍କା

ଭୁବନେଶ୍ବର : ସୁପ୍ରିମ କୋର୍ଟଙ୍କ ନିୟମ ଉଲଙ୍ଘନ ମହଙ୍ଗା ପଡିଛି । ନିୟମ ନମାନି ବାଣ ଫୁଟାଇଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଟ୍ଵିନସିଟି ପୋଲିସ । ନିୟମ ଉଲଙ୍ଘନ କରିବା ଅଭିଯୋଗରେ ୧୪୦ ଜଣଙ୍କ ନାଁ ରେ ମାମଲା ରୁଜୁ ହୋଇଥିବା ବେଳେ ୨୩୦ ଜଣଙ୍କ ଠାରୁ ଜରିମାନା…