ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସ ୨୪୮ ରନରେ ଅଲଆଉଟ, ୨୭୦ରନ୍ ପଛୁଆ ଭ୍ରମଣକାରୀ ଦଳ
ନୂଆଦିଲ୍ଲୀ : ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସ ୨୪୮ରନ୍ରେ ଅଲଆଉଟ ହୋଇଛି । ଯଶସ୍ୱୀ ଜୟସୱାଲ ପରେ ଶୁଭମନ ଗିଲଙ୍କ ଶତକ ବଳରେ ଭାରତ ୫/୫୧୮ ରନ୍ରେ ପ୍ରଥମ ଇନିଂସ ଘୋଷଣା କରିଥିଲା । ଜବାବରେ ଇଣ୍ଡିଜକୁ ବଡ ଫଲୋଅନ ଦେଇଛି…