ଶିମିଳିପାଳ ଓ ଏହାର ପାଦ ଦେଶରେ ଆଜିଠାରୁ ଆରମ୍ଭ ହେଲା କୁମ୍ଭୀର ଗଣନା
କରଞ୍ଜିଆ (କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଓ ଶିମିଳିପାଳ ପାଦ ଦେଶରେ ଥିବା ନଦୀ ଓ ନାଳ ଗୁଡିକ ରେ ଆଜିଠାରୁ ଆରମ୍ଭ ହେଇଛି କୁମ୍ଭୀର ଗଣନା । ବିଶେଷ କରି ଶିମିଳିପାଳ ରୁ ବାହାରି ଥିବା ନଦୀ ଖଇରି, ବୁଢାବଳଙ୍ଗ, ଖଡ଼ଖାଇ ପ୍ରଭୁତି ୫ ଟି ନଦୀକୂଳରେ କୁମ୍ଭୀର ଗଣନା ଚାଲିଛି ।…