ଶିମିଳିପାଳ ଓ ଏହାର ପାଦ ଦେଶରେ ଆରମ୍ଭ ହେଲା କୁମ୍ଭୀର ଗଣନା
![crocodile](https://knewsodisha.com/wp-content/uploads/2021/01/photo_2021-01-09_14-51-37.jpg)
କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଓ ଶିମିଳିପାଳ ପାଦ ଦେଶରେ ଥିବା ନଦୀ ଓ ନାଳ ଗୁଡିକ ରେ ଆଜିଠାରୁ ଆରମ୍ଭ ହେଇଛି କୁମ୍ଭୀର ଗଣନା । ବିଶେଷ କରି ଶିମିଳିପାଳରୁ ବାହାରି ଥିବା ନଦୀ ଖଇରି, ବୁଢାବଳଙ୍ଗ, ଖଡ଼ଖାଇ ପ୍ରଭୁତି ନଦୀ କୁଳ କୂଳରେ କୁମ୍ଭୀର ଗଣନା ଚାଲିଛି।
ଆଜି ଠାରୁ ଆରମ୍ଭ ହୋଇ ତିନିଦିନ ଏଠାରେ ଚାଲିବ କୁମ୍ଭୀର ଗଣନା । ପ୍ରତେକ ରେଞ୍ଜରେ ଦୁଇରୁ ତିନୋଟି ଟିମ୍ କରାଯାଇ କୁମ୍ଭୀର ଗଣନା କରାଯାଉଛି ।