Below header
Browsing Tag

similipal crocodile

ଆନ୍ଦୋଳନରେ ବନ କର୍ମଚାରୀ, ଶିମିଳିପାଳ ସୁରକ୍ଷା ପାଇଁ ପୋଲିସ କରୁଛି ପାଟ୍ରୋଲିଂ

କରଞ୍ଜିଆ (କେନ୍ୟୁଜ): ଶିମିଳିପାଳରେ ପୋଲିସ ପାଟ୍ରୋଲିଂ । ବନ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ପୋଲିସ ପାଟ୍ରୋଲିଂ କରୁଛି। ଯଶିପୁର, ଖୁଣ୍ଟା ଓ ଉଦଳା ଅଞ୍ଚଳରେ ସୁରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି । ଶିମିଳିପାଳ ଅଭୟାରଣ୍ୟର ୧୬ଟି ରେଞ୍ଜରେ ୩୦ଜଣ ପୋଲିସ କର୍ମଚାରୀ ପାଟ୍ରୋଲିଂ କରିବେ। ଆଗକୁ…

ଆଜିଠୁ ଶିମିଳିପାଳରେ ଆରମ୍ଭ ହେଲା କୁମ୍ଭୀର ଗଣନା, ୩ ଦିନ ଧରି ଚାଲିବ ପ୍ରକ୍ରିୟା

ବାରିପଦା(କେନ୍ଯୁଜ୍): ଶିମିଳିପାଳରେ ଆରମ୍ଭ ହେଲା କୁମ୍ଭୀର ଗଣନା। ଶିମିଳିପାଳ ଓ ଶିମିଳିପାଳ ପାଦଦେଶରେ ଥିବା ନଦୀ ଓ ନାଳ ଗୁଡିକରେ କେତେ ଅଛନ୍ତି କୁମ୍ଭୀର ସେନେଇ ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ। ବିଶେଷକରି ଶିମିଳିପାଳ ପାଦଦେଶରୁ ବାହାରିଥିବା ନଦୀ ଖଇରି, ବୁଢାବଳଙ୍ଗ, ଗଡଖାଇ…

ଶିମିଳିପାଳ ଓ ଏହାର ପାଦ ଦେଶରେ ଆରମ୍ଭ ହେଲା କୁମ୍ଭୀର ଗଣନା

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଓ ଶିମିଳିପାଳ ପାଦ ଦେଶରେ ଥିବା ନଦୀ ଓ ନାଳ ଗୁଡିକ ରେ ଆଜିଠାରୁ ଆରମ୍ଭ ହେଇଛି କୁମ୍ଭୀର ଗଣନା । ବିଶେଷ କରି ଶିମିଳିପାଳରୁ ବାହାରି ଥିବା ନଦୀ ଖଇରି, ବୁଢାବଳଙ୍ଗ, ଖଡ଼ଖାଇ ପ୍ରଭୁତି ନଦୀ କୁଳ କୂଳରେ କୁମ୍ଭୀର ଗଣନା ଚାଲିଛି। ଆଜି ଠାରୁ…