Below header

ଆସନ୍ତା ୫ତାରିଖରୁ ଆରମ୍ଭ ହେବ କୁମ୍ଭୀର ଗଣନା, ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା

ରାଜନଗର: ଆସନ୍ତା ୫ ତାରିଖରୁ ଆରମ୍ଭ ହେବ କୁମ୍ଭୀର ଗଣନା। ଏଥିପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯିବ।

ଭିତରକନିକାରେ ଥିବା ନଦୀ ନାଳ ମାନଙ୍କରେ ହୁଲି ଡଙ୍ଗା ସାହାଯ୍ୟରେ ଗଣନା କରାଯିବ। କୁମ୍ଭୀର ବିଷାରଦ ଡକ୍ଚର ସୁଧାକର କରଙ୍କ ନେତୃତ୍ୱରେ ଗଣନା କରାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.