ଛାରଖାର ହୋଇଗଲା ଚାଷୀର ବର୍ଷକର ଦାନା ପାଣି
ଭଞ୍ଜନଗର: ଆଖି ଆଗରେ ସବୁ କିଛି ଜଳି ଯାଉଥିଲା । ଯାହାକୁ ଦେଖି ଚେତାଶୂନ୍ୟ ହୋଇ ପଡ଼ୁଥିଲେ ଚାଷୀ ଭାଇ ଜଣକ । ନିଆଁ ଲିଭାଉ ଲିଭାଉ ଦମକଳ ପାଇପ୍ ରୁ ଅଚେତ ଚାଷୀଙ୍କ ମୁହଁକୁ ବାରମ୍ବାର ପାଣି ମାରୁଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ । ଆଉ ନିଆଁ ଲିଭିଲା ବେଳକୁ, ସବୁକିଛି ହୋଇସାରିଥିଲା ପାଉଁଶ ।…