Below header
Browsing Tag

crusher

କ୍ରସରରେ କାମ କରୁଥିବା ବେଳେ ଅଘଟଣ: ଜଣେ ଶ୍ରମିକ ମୃତ, ୨ ଗୁରୁତର

ଯାଜପୁର (କେନ୍ୟୁଜ): କ୍ରସରରେ କାମ କରୁଥିବା ସମୟରେ ଅଘଟଣ। ଜଣେ ଶ୍ରମିକ ମୃତ, ଅନ୍ୟ ୨ଜଣ ଗୁରୁତର । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ରାହାଡ଼ପୁରସ୍ଥିତ କ୍ରସରରେ ଘଟିଛି ଏଭଳି ଅଘଟଣ । କ୍ରସର ମେସିନ ଚକା ଖୋଲିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ୨ ଗୁରୁତର…