Below header
Browsing Tag

Curfew extended

ବାଲେଶ୍ୱରରେ କର୍ଫ୍ୟୁ ଅବଧି ବୃଦ୍ଧି, ଆଉ ୨୪ ଘଣ୍ଟା ପାଇଁ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ

ବାଲେଶ୍ୱର: ବାଲେଶ୍ୱରରେ କର୍ଫ୍ୟୁ ଅବଧି ବୃଦ୍ଧି। ଆଉ ୨୪ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କଲା ଜିଲ୍ଲା ପ୍ରଶାସନ। ଗତକାଲି ମଧ୍ୟରାତ୍ରରୁ ଆଜି ମଧ୍ୟରାତ୍ର ଯାଏ କର୍ଫ୍ୟୁ ଅବଧି ବୃଦ୍ଧି କରାଯାଇଛି। ଷ୍ଟେସନ ଛକଠାରୁ ବାଲେଶ୍ୱର ଷ୍ଟେସନର ଉଭୟ ପାର୍ଶ୍ୱରେ ୧୦୦ ମିଟର ପରିଧି ମଧ୍ୟରେ କର୍ଫ୍ୟୁ…

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ବାଲେଶ୍ୱରରେ କର୍ଫ୍ୟୁ ଅବଧି ବୃଦ୍ଧି, ଗତକାଲି…

ବାଲେଶ୍ୱର(କେନ୍ୟୁଜ): ବାଲେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ପୁଣି ବଢାଯାଇଛି କର୍ଫ୍ୟୁ ଅବଧି। ଗତକାଲି ମଧ୍ୟରାତ୍ରିରୁ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ କର୍ଫ୍ୟୁ ରହିବ। ବାଲେଶ୍ୱର ଷ୍ଟେସନର ଉଭୟ ପାର୍ଶ୍ୱର ୫୦୦ ମିଟର ପରିସୀମା ସହ ଲକ୍ଷ୍ମୀନାରାୟଣ ମନ୍ଦିର…