Below header
Browsing Tag

cuttack firing

କଟକ: ବାପ-ପୁଅଙ୍କ ମଧ୍ୟରେ ବିବାଦ ତେଜିବା ପରେ ଅଘଟଣ, ପୁଅକୁ ଗୁଳି କରି ହତ୍ୟା କଲା ବାପା

କଟକ(କେନ୍ୟୁଜ୍): ପୁଅକୁ ଗୁଳି କରି ହତ୍ୟା କଲା ବାପା । କଟକ ବାରଙ୍ଗ ଥାନା ବେଣ୍ଟୁଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ଯଦୁମଣି ମୁଣ୍ଡା ପୁଅ ଶିବ ମୁଣ୍ଡାକୁ ଗୁଳି କରି ହତ୍ୟା କରିଛି । କୌଣସି କାରଣରୁ ବାପ-ପୁଅଙ୍କ ମଧ୍ୟରେ ବିବାଦ ହେବା ପରେ ଉତ୍‌କ୍ଷିପ୍ତ ହୋଇ ଯଦୁମଣି ମୁଣ୍ଡା ପୁଅକୁ…