Below header
Browsing Tag

Cuttack Municipal Corporation

ତୁଟୁନି CMC ବିବାଦ: ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ପରେ ରାତିସାରା ଧାରଣାରେ ବସିଲେ କଂଗ୍ରେସ ଓ ବିଜେପି…

କଟକ (କେନ୍ୟୁଜ): କଟକରେ ରାତିସାରା ଧାରଣାରେ ବସିଲେ କଂଗ୍ରେସ ଓ ବିଜେପି କର୍ପୋରେଟର । କଟକ ମହାନଗର ନିଗମ ଅଫିସ୍‌ ଆଗରେ ଧାରଣାରେ ବସିଛନ୍ତି କଂଗ୍ରେସ ଓ ବିଜେପି କର୍ପୋରେଟର। ସିଏମସି କାଉନସିଲ ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ପରେ ଧାରଣାରେ ବସିଛନ୍ତି କର୍ପୋରେଟର । ସେମାନଙ୍କ…

କଟକ ମହାନଗର ନିଗମ ମେୟର ପଦ ପାଇଁ ମଇଦାନରେ ୨୧ ବର୍ଷୀୟ ଛାତ୍ର, ବଡ଼ ବଡ଼ ରାଜନେତାଙ୍କୁ ଟକ୍କର ଦେବାକୁ ଦାଖଲ କଲେ…

କଟକ(କେନ୍ଯୁଜ୍): ମେୟର ପଦ ପାଇଁ ମଇଦାନରେ ୨୧ ବର୍ଷୀୟ ଛାତ୍ର । କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଆଇନ ଛାତ୍ର ଓମ ପ୍ରକାଶ ପଣ୍ଡା । ଆତ୍ମବିଶ୍ୱାସ ଏବଂ ଦୃଢମନୋବଳକୁ ଆୟୁଧ କରି ବଡ଼ ବଡ଼ ରାଜନେତାଙ୍କୁ ଟକ୍କର ଦେବାକୁ ସ୍ୱାଧୀନ ପ୍ରାର୍ଥୀ ଭାବେ…

କଟକ ମହାନଗର ନିଗମର ଅନ୍ତିମ ଭୋଟର ତାଲିକା ପ୍ରକାଶ: ମୋଟ ୫୯ଟି ୱାର୍ଡରେ ଅଛନ୍ତି ୪ଲକ୍ଷ ୫୦ ହଜାର ୭୫୯ ଭୋଟର

କଟକ (କେନ୍ଯୁଜ୍): କଟକ ମହାନଗର ନିଗମର ଅନ୍ତିମ ଭୋଟର ତାଲିକା ପ୍ରକାଶ। ମୋଟ ୫୯ଟି ୱାର୍ଡରେ ଅଛନ୍ତି ସମୁଦାୟ ୪ଲକ୍ଷ ୫୦ ହଜାର ୭୫୯ ଭୋଟର। ପୁରୁଷ ଭୋଟର ସଂଖ୍ୟା ୨ଲକ୍ଷ ୩୧ହଜାର ୩୦ ଥିବା ବେଳେ ମହିଳା ଭୋଟର ସଂଖ୍ୟା ୨ଲକ୍ଷ ୧୯ହଜାର ୫୯୮। ୧୩୧ ଜଣ ଥାର୍ଡ ଜେଣ୍ଡର ରହିଛନ୍ତି। ୨୫ ନମ୍ବର…

କୋଭିଡ-୧୯: ଏଣିକି ବିବାହ ସ୍ଥଳରେ ଚୋବାଇ ପାରିବେନି ପାନ ଓ ଗୁଟଖା, ସିଏମସି ଲଗାଇଲା ପ୍ରତିବନ୍ଧକ

ଶୀତ ଋତୁରେ କୋଭିଡ-୧୯ର ଦ୍ଵିତୀୟ ପ୍ରବାହ ଭୟରେ କଟକ ମହାନଗର ନିଗମ(ସିଏମସି) କିଛି କଟକଣା ଲାଗୁ କରିଛି। ବିବାହ ସ୍ଥଳରେ ପାନ ଏବଂ ଗୁଟଖା ଖାଇବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ମଙ୍ଗଳବାର ଜାରି ନିର୍ଦ୍ଦେଶନାମା ଅନୁସାରେ, CMC ଅନ୍ତିମ ସଂସ୍କାର ସମୟରେ ଏବଂ ବିବାହ ଉତ୍ସବରେ ଯୋଗଦେବାକୁ…