ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଓ ୫୦ ହଜାର ଜରିମାନା ଦଣ୍ଡାଦେଶ
କଟକ (କେନ୍ୟୁଜ): ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍। ୨୦୨୧ ମସିହା ନାବାଳିକା ଦୁଷ୍କର୍ମ ମାମଲାରେ ଏହି ଦଣ୍ଡାଦେଶ ଦିଆଯାଇଛି। କଟକ ସ୍ୱତନ୍ତ୍ର ପୋକସୋ ଆଡ଼ହକ କୋର୍ଟ ଅଭିଯୁକ୍ତ କେ ଆଶୁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦ ବର୍ଷର କାରାଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା…