Below header
Browsing Tag

cutting tree

ଅଟେଇ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବା ଘଟଣା: ଆଉ ୨୭ଜଣଙ୍କୁ ଗିରଫ କଲା ଘଟଗାଁ ବନ ବିଭାଗ

ଘଟଗାଁ(କେନ୍ଯୁଜ୍): ଗଛ କାଟି ୨୭ ଗିରଫ । ଅଟେଇ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବା ଘଟଣାରେ ଆଉ ୨୭ଜଣଙ୍କୁ ଗିରଫ କରିଛି ଘଟଗାଁ ବନ ବିଭାଗ । ପୂର୍ବରୁ ଏହି ଘଟଣାରେ ୯ଜଣଙ୍କୁ ଗିରଫ କରଯାଇଥିଲା । ମେଲାଣ, ପାଲବଣି ଗାଁର କିଛି ଲୋକ ନିକଟ ଅରେଇ ସଂରକ୍ଷିତ ଜଙ୍ଗଲ ତଳିବେଡା ପାର୍ଶ୍ୱରୁ ପ୍ରାୟ…

ଗଛ କାଟିବା ପରେ ଦୁଇ ଦିନ ପର୍ଯ୍ୟନ୍ତ ଗଛତଳେ ବସି କାନ୍ଦିଲେ ପକ୍ଷୀ, ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ମାମଲା ରୁଜୁ

ନିକଟରେ ମୁମ୍ବାଇର ଆରେ କଲୋନୀ ଅଞ୍ଚଳରେ ପାଖାପାଖି ୨୦୦୦ରୁ ଅଧିକ ଗଛ କଟାଯାଇଛି । ଏହା ମଧ୍ୟରେ କେରଳରୁ ଏକ ଏପରି ଖବର ଆସିଛି ଯାହା ଶୁଣିଲା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପଲକ୍କଡ଼ ରେଳ ଷ୍ଟେସନ ପରିସର ମଧ୍ୟରେ ଥିବା ଏକ ଗୁଲମୋହର ଗଛ କଟାଇ ଥିବାରୁ ରେଲୱେ ଅଫିସର ଏବଂ ଠିକାଦାରଙ୍କ…