Browsing Tag

cyclone jawad affect in odisha

ବାତ୍ୟା ଜଓ୍ଵାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର(କେନ୍ଯୁଜ୍): ବାତ୍ୟା ଜଓ୍ଵାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌ । ଆଜି ଆସି ପହଞ୍ଚିବେ କେନ୍ଦ୍ର ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଅନୁଧ୍ୟାନ କରିବେ । ଏହାସହ ରାଜ୍ୟ ସରକାରଙ୍କ…

ବାତ୍ୟା ‘ଜୱାଦ’ର ମୁକାବିଲା ପାଇଁ ପ୍ରସ୍ତୁତ ସବୁ ଜିଲ୍ଲା ପ୍ରଶାସନ: ମାଡ଼ି ଆସିବ ସମୁଦ୍ର ଉଠିବ ବଡ଼ ଜୁଆର, ଡାକବାଜି…

କେନ୍ଯୁଜ୍: ବାତ୍ୟା ଜଓ୍ଵାଦ ପ୍ରଭାବରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବ ସମୁଦ୍ର ଜଳ। କେନ୍ଦ୍ରାପଡ଼ା ଟିକାୟତ ନଗରରେ ୨ କିମି ପର୍ଯ୍ୟନ୍ତ ସମୁଦ୍ର ଜୁଆର ମାଡ଼ି ଆସିବା ଆଶଙ୍କା ରହିଛି । ସେହିଭଳି ଜଗତସିଂହପୁର ଜିଲ୍ଲା ମୁଷାଡ଼ିଆ ଅଞ୍ଚଳରେ ମଧ୍ୟ ୨ କିମିରୁ ଅଧିକ ସମୁଦ୍ର ଜଳ ମାଡ଼ି ଆସିବ। ପୁରୀ…

ପୁରୀରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା, ୪ ସନ୍ଧ୍ୟାରୁ ୫ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା: SRC

ପୁରୀ(କେନ୍ଯୁଜ୍): ପୁରୀରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା। ସ୍ଥଳଭାଗ ନ ଛୁଇଁଲେ ଓଡ଼ିଶା ଉପକୂଳ ଦେଇ ଯାଇପାରେ ବାତ୍ୟା। ସ୍ଥଳଭାଗ ଛୁଇଁବା ପରେ ପୁଣି ସମୁଦ୍ରକୁ ଯାଇପାରେ ବାତ୍ୟା। ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା ଥିବା ଏସଆରସି ପ୍ରଦୀପ ଜେନା…